Home Left

ଡେନମାର୍କରେ ନୂଆ ସରକାର ଗଠନ, ମୋଦି ଜଣାଇଲେ ଶୁଭେଚ୍ଛା

କୋପେନହାଗେନ,୧୬ ।୧୨: ଡେନମାର୍କରେ ନୂଆ ସରକାର ଗଠନ ହୋଇଛି । ନିର୍ବାଚନର ୬ ସପ୍ତାହ ପରେ ନୂଆ ସରକାର ଗଠନ ହୋଇଥିବା ସେଠାକାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି…

3 years ago

ପରିବାର ଲୋକଙ୍କ ବୟାନ ରେକର୍ଡ କଲା ପୋଲିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ସୋମବାର ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର…

3 years ago

ମିଳିଲାଣି ୩.୫ କୋଟିର ସମ୍ପତ୍ତି, ଚାଲିଛି ଖୋଜା

ଭୁବନେଶ୍ୱର, (ବ୍ୟୁରୋ)/ ରଣପୁର,୧୬ା୧୨(ସ୍ବ.ପ୍ର.):ପୋଲିସ ବିଭାଗରେ କେତେଜଣ ଅଧିକାରୀ ଲାଞ୍ଚ କାରବାର କରି କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ବିଗତ ଦିନରେ ଭିଜିଲାନ୍ସ…

3 years ago

ଭଡ଼ାଟିଆଙ୍କୁ ୩ ଖଣ୍ଡ

ଗାଜିଆବାଦ୍‌, ୧୫।୧୨: ଉତ୍ତର ପ୍ରଦେଶ ଗାଜିଆବାଦ୍‌ ଜିଲା ମୋଦିନଗରରେ ଭଡ଼ାଟିଆ ଅଙ୍କିତ ଖୋକାରଙ୍କୁ ହତ୍ୟା ଅଭିଯୋଗରେ ଘରମାଲିକ ଉମେଶ ଶର୍ମାଙ୍କୁ ପୋଲିସ ଗିରଫ କରିଛି। କିଛିଦିନ ପୂର୍ବେ…

3 years ago

ଆଜୀବନ ବନ୍ଦୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୨:୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ସେ ୧୭ ବର୍ଷ ହେଲା ଜେଲରେ…

3 years ago

ଜଙ୍ଗଲରୁ ମିଳିଥିବା ଅସ୍ଥି ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ, ୧୬।୧୨:ଦିଲ୍ଲୀ ମେହରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧା ଓ୍ବାଲକରଙ୍କର ବୋଲି ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି। ଫ୍ଲାଟରୁ ମିଳିଥିବା ରକ୍ତ ଦାଗ ମଧ୍ୟ ଶ୍ରଦ୍ଧାଙ୍କର। ବାପା…

3 years ago

ସୀମାରେ ସମରାଭ୍ୟାସ

ନୂଆଦିଲ୍ଲୀ,୧୬।୧୨(ପି.ଟି.):ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମାକୁ ନେଇ ଚାଇନା ସହ ସାନି ଉତ୍ତେଜନା ଦେଖାଦେଇଥିବାବେଳେ ଭାରତୀୟ ବାୟୁସେନା ଗୁରୁବାର ଉତ୍ତରପୂର୍ବାଞ୍ଚଳରେ ମେଗା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି…

3 years ago

ପ୍ରତି ୫ ଜରାୟୁ କର୍କଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭାରତୀୟ

ନୂଆଦିଲ୍ଲୀ, ୧୬।୧୨:ବିଶ୍ୱରେ ପ୍ରତି ୫ ଜଣ ଜରାୟୁ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ ଭାରତୀୟ। ମୋଟ ଜନସଂଖ୍ୟାର ୨୧% ମହିଳା ଏ ରୋଗରେ ଆକ୍ରାନ୍ତ ହେଉଥିବା ଲାନସେଟ୍‌…

3 years ago

ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା

ଜେନେଭା,୧୬।୧୨(ଆଇଏଏନ୍‌ଏସ୍‌):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍‌ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ…

3 years ago

ଦିନେ ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବିବେକ୍‌

ମୁମ୍ବାଇ: ବଲିଉଡ ଅଭିନେତା ବିବେକ୍‌ ଓବରୋଇ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଏକ ଚକୋଲେଟ ବୟ କିମ୍ବା ଗ୍ୟାଙ୍ଗଷ୍ଟରର ଭୂମିକା ହୋଉ ସେ ତାଙ୍କର ସମସ୍ତ…

3 years ago