Home Left

ନାବାଳକଙ୍କ ଉପରେ ରାସାୟନିକ ଦ୍ରବ୍ୟ ପକାଇ ମହିଳା ଗିରଫ

ଜୟପୁର,୧୦ା୪(ନି.ପ୍ର.): କୋରାପୁଟ ଜିଲା ଜୟପୁର ସହରର ଖ୍ରୀଷ୍ଟିଆନପେଟାରେ ପିଲାକଳିରୁ ଜଣେ ନାବାଳକଙ୍କ ଉପରେ ରାସାୟନିକ ଦ୍ରବ୍ୟ ପକାଇ ରବିବାର ଜଣେ ମହିଳା ଗିରଫ ହୋଇଛନ୍ତି। ମହିଳାଙ୍କ ସ୍ବାମୀ…

4 years ago

ଜନଜାତି ଶିକ୍ଷୟିତ୍ରୀ ଏବେ ଦିନମଜୁରିଆ

ଫୁଲବାଣୀ ଅଫିସ, ୧୦ା୪: ଅନୁସୂଚିତ ଜନଜାତିର ଜଣେ ଶିକ୍ଷୟିତ୍ରୀ(ଶିକ୍ଷା ସହାୟକ) ଚାକିରି କ୍ଷେତ୍ରରେ ୩ ବର୍ଷ ୮ ମାସ ପୂରଣ କରିସାରିବା ପରେ ଏବେ ତାଙ୍କୁ ଦିନମଜୁରିଆ…

4 years ago

ପୂର୍ବତନ ସମିତିସଭ୍ୟଙ୍କ ଘରକୁ ବୋମାମାଡ଼

କାମାକ୍ଷାନଗର,୧୦ା୪(ଡି.ଏନ୍‌.ଏ.): ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଧୀନ କୋଟଗରା ଗ୍ରାମ। ଶନିବାର ମଧ୍ୟରାତିରେ ପୂର୍ବତନ ସମିତିସଭ୍ୟ ଅଶ୍ୱିନୀ…

4 years ago

ଅକ୍ଷରା ଥିଏଟର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କ ପରଲୋକ

ନୂଆଦିଲ୍ଲୀ, ୧୦ା୪: କିମ୍ବଦନ୍ତୀ ଥିଏଟର ଅଭିନେତ୍ରୀ ତଥା ଦିଲ୍ଲୀର ଖ୍ୟାତନାମା ଅକ୍ଷରା ଥିଏଟରର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।…

4 years ago

ଘୃଣା ମନ୍ତବ୍ୟ: କାଜଲ ହିନ୍ଦୁସ୍ତାନୀ ଗିରଫ

ନୂଆଦିଲ୍ଲୀ, ୧୦ା୪: ଗୁଜରାଟର ଉନା ସହରରେ ରାମନବମୀ ଅବସରରେ ଘୃଣିତ ଭାଷଣ ଦେଇଥିବା ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା କାଜଲ ହିନ୍ଦୁସ୍ତାନୀଙ୍କୁ ରବିବାର ଗିରଫ କରାଯାଇଛି। ତାଙ୍କର ଘୃଣିତ ମନ୍ତବ୍ୟକୁ…

4 years ago

ସରକାର ବିରୋଧୀ ଗୀତ ପାଇଁ ରାପର ଗିରଫ

ମୁମ୍ବାଇ, ୧୦ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାପର…

4 years ago

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ, ୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ହାୟରପୁର ଗ୍ରାମ ନିକଟ ଏକ ଶାଳଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ରବିବାର ଜବତ କରିଛି।…

4 years ago

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ୍‌ରୋମିଓ ଗିରଫ

ହିଞ୍ଜିଳିକାଟୁ,୯।୪(ଡି.ଏନ୍‌.ଏ): ଜଣେ କଲେଜ ଛାତ୍ରୀଙ୍କୁ ପିଛାକରି ଅଶ୍ଳୀଳ ଇଙ୍ଗିତ ଏବଂ କମେଣ୍ଟ ମାରିବା ଅଭିଯୋଗରେ ରବିବାର ହିଞ୍ଜିଳି ପୋଲିସ ଜଣେ ରୋଡ୍‌ରୋମିଓଙ୍କୁ ଗିରଫ କରି କୋର୍ଟ ଚାଲାଣ…

4 years ago

ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ

କୋକସରା,୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ଗ୍ରାମରେ ବଜ୍ରପାତ ଘଟି ତରୁଣ ବାଗଙ୍କ ନାବାଳିକା ଝିଅ ମଧୁସ୍ମିତା(୧୩)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ମଧୁସ୍ମିତା…

4 years ago

ଶ୍ରୀନଗରରେ ଜି୨୦ ବୈଠକ ଲାଗି ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ,୯ା୪: ଚାଇନା ଏବଂ ପାକିସ୍ତାନର ବିରୋଧ ସତ୍ତ୍ୱେ ଭାରତ ଶ୍ରୀନଗରରେ ଜି୨୦ ବୈଠକ କରିବା ଲାଗି ତାରିଖ ଘୋଷଣା କରିଛି। ଶ୍ରୀନଗରରେ ଜି୨୦ର ବୈଠକ ବନ୍ଦ କରିବା…

4 years ago