କଟକ ଅଫିସ,୧୪।୩: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଥମିବାର ନା ନେଉନି। ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ…
ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ମାର୍ଚ୍ଚ ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ।…
ସୁନ୍ଦରଗଡ଼,୧୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ମଙ୍ଗଳବାର ନିଆଁ ଲାଗିଥିଲା। ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ବନ ବିଭାଗର ଏକ ଜିପ୍ ଜଳିଯାଇଛି।…
ନୂଆଦିଲ୍ଲୀ,୧୪।୩: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍ଆର ତେଲେଙ୍ଗାନା ପାର୍ଟିର ମୁଖ୍ୟ ଓ୍ବାଇଏସ୍ ଶର୍ମିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମଙ୍ଗଳବାର…
ବମ୍ବେ: ଟେଲିକାଷ୍ଟ ହେବାର ମାସେ ନ ପୂରୁଣୁ ବନ୍ଦ ହେବାକୁ ଯାଉଛି ଧାରାବାହିକ ‘ମୋଲକ୍କି-ରିସ୍ତୋ କି ଅଗ୍ନିପରୀକ୍ଷା ସିଜନ୍ ୨’। ଧାରାବାହିକର ପ୍ରଥମ ସିଜନ ହିଟ୍ ହେବା…
ପୁରୀ ଅଫିସ,୧୪।୩: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ ହେବ। ଏ ନେଇ ଶ୍ରୀମନ୍ଦି ପ୍ରଶାସନ…
ନୂଆଦିଲ୍ଲୀ,୧୪।୩: ବିଶ୍ୱ କ୍ରିକେଟରେ ସବୁଠାରୁ ଧନୀ କ୍ରିକେଟର କିଏ? ଏହାକୁ ନେଇ ବର୍ଷ ୨୦୨୩ରେ ସମସ୍ତ ଖେଳାଳିଙ୍କ ମୋଟ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ସିଇଓ ଓ୍ବାଲର୍ଡ…
ଟେନସା,୧୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ମାମଲାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…
ଲକ୍ଷ୍ନୌ,୧୪।୩: ଜେଲ୍ରେ ବନ୍ଦୀ ଥିବା ମାଫିଆ ତଥା ବାହୁବଲୀ ବିଧାୟକ ଅତିିକ ଅହମ୍ମଦଙ୍କ ସମର୍ଥକ ଫହାଦ ଓରଫ ୱାସିୟର୍ ରେହମାନଙ୍କୁ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି।…
ଟେନସା,୧୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବି ନେଇ ମଙ୍ଗଳବାର ସିଆଇଟିୟୁ ତରଫରୁ କୋଇଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ…