Home Left

ଭୁବନେଶ୍ୱର-ଦୁବାଇ ପ୍ରତ୍ୟକ୍ଷ ବିମାନ ଟିକେଟ ଶୁଭାରମ୍ଭ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ମେ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ। ଏହି ପରିପ୍ରେକ୍ଷୀରେ ଶନିବାର ଓଡ଼ିଶା ଦିବସରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ…

3 years ago

ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି…

3 years ago

ବିନା ଭାତରେ ୨୧ବର୍ଷ

ମାଥିଲି,୨।୪(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଜଣେ ଯୁବକ ଅଛନ୍ତି ଯିଏ ଜନ୍ମ ହେବାଠାରୁ ଏ ପର୍ଯ୍ୟନ୍ତ ଭାତ ଖାଇନାହାନ୍ତି। କେବଳ ଚୁଡ଼ା ମୁଢ଼ି ଖାଇ ବଞ୍ଚତ୍ଛନ୍ତି। ସେ ହେଲେ…

3 years ago

ଆଜିଠୁ କମିବ ବର୍ଷା, ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨।୪(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ସାରା ରାଜ୍ୟରେ ଝଡ଼ବର୍ଷା ଲାଗି ରହିଛି। ତେବେ ରବିବାରଠାରୁ ବର୍ଷା ଓ କାଳବୈଶାଖୀ ଧୀରେ ଧୀରେ କମିବା ସହ ତାପମାତ୍ରା ବଢ଼ିବ।…

3 years ago

ଏବେ ବି ବଞ୍ଚତ୍ଛି: ପୋପ୍‌

ରୋମ୍‌, ୧।୪: ପୋପ୍‌ ଫ୍ରାନ୍ସିସ୍‌ ଶନିବାର ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଭାଟିକାନ୍‌ ଫେରିଛନ୍ତି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ସମୟରେ ପୋପ୍‌ କହିଛନ୍ତି, ମୁଁ ଏବେ ବି ବଞ୍ଚତ୍ଛି।…

3 years ago

ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା

ନୂଆଦିଲ୍ଲୀ, ୨।୪ (ଆଇଏଏନ୍‌ଏସ୍‌): ସବୁ ମୋଦି ଚୋର ମନ୍ତବ୍ୟ ପାଇଁ କଂଗ୍ରେସ ନେତା ଦୋଷୀସାବ୍ୟସ୍ତ ହେବା ସହ ୨ ବର୍ଷ ଜେଲଦଣ୍ଡାଦେଶ ପାଇଛନ୍ତି। ଏଥିସହିତ ତାଙ୍କର ଲୋକ…

3 years ago

ଏପ୍ରିଲରୁ ଜୁନ୍‌ ଅଧିକ ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ, ୨।୪ (ପି.ଟି.): ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଏପ୍ରିଲରୁ ଜୁନ୍‌ ମଧ୍ୟରେ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶନିବାର…

3 years ago

ଆର୍କାନ୍ସ, ଇଲିନୋଇସ୍‌ରେ ଘୂର୍ଣ୍ଣିଝଡ଼: ୭ ମୃତ

ଲିଟିଲ୍‌ ରକ୍‌,୨।୪: ଆମେରିକାର ଆର୍କାନ୍ସ ଏବଂ ଇଲିନୋଇସ୍‌ରେ ଶୁକ୍ରବାର ଘୂଣ୍ଣିର୍ର୍ଝଡ଼ ପ୍ରଭାବରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆର୍କାନ୍ସରେ ଅନେକ ଘର ଏବଂ ଶପିଂ ସେଣ୍ଟର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।…

3 years ago

ପାକିସ୍ତାନରେ ଦୁର୍ଭିକ୍ଷ ସ୍ଥିତି

ଇସ୍‌ଲାମାବାଦ, ୨।୪: ପାକିସ୍ତାନରେ ମୁଦ୍ରାସ୍ଫୀତି ୫ ଦଶକ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩୫.୩୭ ପ୍ରତିଶତ ରହିଥିଲା। ଏହା ସାଙ୍ଗକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରୁ…

3 years ago

ଅବସାଦରେ ଗଛ କାନ୍ଦେ

ଜେରୁଜେଲମ୍‌, ୧।୪:  ମଣିଷ ଭାବପ୍ରବଣ ହେଲେ ପରିବାର ଲୋକ କିମ୍ବା ପ୍ରିୟଜନମାନଙ୍କୁ ନିଜ ଅନୁଭୂତି ସମ୍ପର୍କରେ ଜଣାଇଥାଏ, ଯାହା ଦ୍ୱାରା ମନ କିଛିମାତ୍ରାରେ ହାଲୁକା ହୁଏ। ଠିକ୍‌…

3 years ago