ମାଲକାନଗିରି, ୭ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲାରେ ରବିବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।…
ମାଲକାନଗିରି, ୭ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଅରଣପୁରରେ ଏପ୍ରିଲ୍ ୨୬ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ୧୧ ଜଣ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାରେ…
ଲଣ୍ଡନ,୭ା୫: କିଙ୍ଗ ଚାଲର୍ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍ରେ…
ଶ୍ରୀନଗର,୭।୫: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିଏସଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ରବିବାର…
ନିରାକାରପୁର,୭।୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ଥଣ୍ଡା ବୋଝେଇ ଟ୍ରକ୍ ଓଲଟି ପଡିଥିଲା। ସୂଚନାଯୋଗ୍ୟ, ଥଣ୍ଡା ବୋଝେଇ…
ନୂଆଦିଲ୍ଲୀ, ୭ା୫ କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇ ଲକ୍ଷ୍ମଣରେଖା ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…
ଟିକିରି,୭ା୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନରେ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍ ରହଣୀ ଦାବି ନେଇ ଆନ୍ଦୋଳନ ତେଜୁଛି। ରବିବାରଠାରୁ ଟିକିରି ରେଲଓ୍ବେ ଷ୍ଟେଶନରେ…
ବେଙ୍ଗାଲୁରୁ,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ଶିବାମୋଗାରେ ହକ୍କି-ପିକ୍କି ଜନଜାତିର ସଦସ୍ୟଙ୍କୁ ଭେଟିଛନ୍ତି। ଏହି ଲୋକମାନଙ୍କୁ ‘ଅପରେଶନ କାବେରୀ’ ଅଧୀନରେ ସୁରକ୍ଷିତ ଭାବେ ସୁଦାନରୁ ଅଣାଯାଇଥିଲା।…
ଜିଞ୍ଜୁ(କୋରିଆ),୭ା୫: କୋରିଆର ଜିଞ୍ଜୁରେ ହୋଇଥିବା ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍ରେ ଭାରତର ଜେରେମି ଲାଲରିନ୍ନୁଙ୍ଗାଙ୍କୁ ରୌପ୍ୟ ପଦକ ମିଳିଛି। ସେ ସ୍ନାଚ୍ରେ ରୌପ୍ୟ ପଦକ ହାସଲ କରିଥିଲେ ସୁଦ୍ଧା…
ଚାକିରି ପ୍ରତି ଆପଣ ଅନେକ ଲୋକଙ୍କର ଉତ୍ସର୍ଗୀକୃତ ନିଶ୍ଚୟ ଦେଖିଥିବେ, କିନ୍ତୁ ଆମେ କହିବାକୁ ଯାଉଥିବା ବ୍ୟକ୍ତିଙ୍କ ବିଷୟରେ ଯାହାକୁ ଏଭଳି କ୍ୱଚିତ୍ ଦେଖିଥିବେ। ବାସ୍ତବରେ, ଆମେ…