Home Left

ଲୋକ ସଭା ନିର୍ବାଚନ ଲଢିପାରନ୍ତି ଅପର୍ଣ୍ଣା ଯାଦବ, ଦିଲ୍ଲୀରେ ଭାଜପା ନେତାଙ୍କୁ ଭେଟିବା ପରେ ଚର୍ଚ୍ଚା

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସୋମବାର ଦିଲ୍ଲୀରେ ଭାଜପା…

3 years ago

‘ଆପଣହିଁ ଆମର ରକ୍ଷାକର୍ତ୍ତା, ଆପଣଙ୍କ ନିକଟକୁ କାନ୍ଦି କାନ୍ଦି ଆସିବାକୁ ପଡିବ’, ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ବିଶେଷ ଅଧିବେଶନରେ ସୋମବାର ଶାସକ ଓ ବିରୋଧୀଙ୍କ ମଧ୍ୟରେ ଖୁବ କଥା କଟାକଟି ହୋଇଛି। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସଫଳତା…

3 years ago

ଲଘୁଚାପ ପ୍ରଭାବରେ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର,୧୮।୯: ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୫.୮ କି.ମି.…

3 years ago

ଧୋନୀଙ୍କ ପ୍ରଶଂସାରେ ଏମିତି କହିଦେଲେ ଗମ୍ଭୀର

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ୍‌ ପାଇଁ ଯାହା କରିଛନ୍ତି, ଏପର୍ଯ୍ୟନ୍ତ କୌଣସି ଅଧିନାୟକ ତାହା କରିପାରି ନାହାଁନ୍ତି। ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ…

3 years ago

୧୧ ଦିନ ପରେ ଆନ୍ଦୋଳନରେ ସାମିଲ ହେଲା ଛତ୍ରପୁର ଶିକ୍ଷକ ସଂଘ

ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

3 years ago

ଜନତାଙ୍କ ସହ ସାକ୍ଷାତ ନ କରିବା ପାଇଁ ବଡିଗାର୍ଡ ରଖନ୍ତି ନେତା, ଜୀବନ ପ୍ରତି କୌଣସି ବିପଦ ନ ଥାଏ: ପ୍ରଶାନ୍ତ କିଶୋର

ପାଟନା,୧୮।୯: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ନାମକ ପଦଯାତ୍ରା ବିହାରର ମୁଜାଫରପୁର ଜିଲାର ମୋତିପୁର ବ୍ଲକରେ ପହଞ୍ଚିଛି। ଏଠାରେ ପ୍ରଶାନ୍ତ କିଶୋର ରବିବାର…

3 years ago

ଭାରତ ଏସିଆନ ଗେମ୍ସରେ ଜିତିବ ଗୋଲ୍ଡ ମେଡାଲ: ରିଙ୍କୁ ସିଂଙ୍କ ଦାବି

ନୂଆଦିଲ୍ଲୀ,୧୮।୯: ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଋତୁରାଜ ଗାୟକୱାଡ ହେବେ। ଏଥି ସହିତ ରିଙ୍କୁ ସିଂଙ୍କୁ ମଧ୍ୟ ଏହି ଦଳର ଏକ ଅଂଶ କରାଯାଇଛି।…

3 years ago

ଟ୍ରକ୍‌-କାର  ମୁହାଁମୁହିଁ: ଆଖି ବୁଜିଦେଲେ ୪ ସାଙ୍ଗ, ଜଣେ ଗୁରୁତର 

ତିଗିରିଆ,୧୮।୯(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ନୂଆସଡ଼କ ଛକରେ ସୋମବାର ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି। ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ…

3 years ago

‘ପ୍ରଥମେ ବ୍ୟବହାର କର, ପରେ ବିଶ୍ୱାସ କର’

ଭୋପାଳ,୧୮।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି। ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ନିର୍ବାଚନ ବିଗୁଲ ବଜାଇବା ପାଇଁ…

3 years ago

କରିନାଙ୍କ ସହ ରୋମାଣ୍ଟିକ ସିନ୍‌ କରିବା ସହଜ ନ ଥିଲା: ବିଜୟ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ବର୍ମା ତାଙ୍କ ଅପକମିଂ ମୁଭି ‘ଜାନେ ଜାନ’କୁ ନେଇ ଏବେ ବିଜି ଅଛନ୍ତି। ଏହା ଖୁବଶୀଘ୍ର ଓଟିଟିରେ ରିଲଜ ହେବାକୁ ଯାଉଛି।…

3 years ago