ନାଣ୍ଟିସ (ଫ୍ରାନ୍ସ), ୨୦ା୬ (ପି.ଟି.): ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟ୍ରୋ ନାଣ୍ଟିସ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଚ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେମାନେ…
ନୂଆଦିଲ୍ଲୀ, ୨୦ା୬ (ପି.ଟି.): ଅଲିମ୍ପିଆନ ସି.ଏ. ଭବାନୀ ଦେବୀ ଏସିଆନ ଚାମ୍ପିୟନଶିପ୍ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚାଇନାର ଓକ୍ସିଠାରେ ଅନୁଷ୍ଠିତ ଏହି କଣ୍ଟିନେଣ୍ଟାଲ ଇଭେଣ୍ଟର…
ଭୁବନେଶ୍ୱର,୨୦ା୬, (ବିଜୟ ରଣା): ଚଳିତ ଜାତୀୟ ସିନିୟର ମହିଳା ଫୁଟ୍ବଲ ଚାମ୍ପିୟନଶିପ୍ ୨୦୨୩ରେ ଓଡ଼ିଶା ଏହାର ତୃତୀୟ ରାଉଣ୍ଡ ମ୍ୟାଚରେ ପଞ୍ଜାବକୁ ୫-୦ ଗୋଲ୍ରେ ପରାସ୍ତ କରିଛି।…
ବାହାନଗା/ସୋର, ୨୦ା୬:(ଅରୂପ ଦାସ/ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାକୁ ୧୯ଦିନ ବିତିଗଲାଣି। ଦୁର୍ଘଟଣାରେ ୨୯୨ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ…
ସାମ୍ପ୍ରତିକ ବିଶ୍ୱରେ ନିଜ ଦେଶରେ ନିଜର ଭିଟାମାଟି ଛାଡ଼ି ପରଦେଶରେ ବିଭିନ୍ନ କାରଣରୁ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶରଣାର୍ଥୀ ସମ୍ମୁଖୀନ ହେଉଥିବା ବିଭିନ୍ନ…
ନୂଆଦିଲ୍ଲୀ, ୨୦ା୬(ପି.ଟି.): ମଣିପୁରରେ ଏକତା ଦିବସ ପାଳନକୁ ୨୪ ଘଣ୍ଟା ନ ପୂରୁଣୁ ସେଠାରେ ସାନି ହିଂସାକାଣ୍ଡ ଘଟିଛି। ରବିବାର ରାତିରେ ହୋଇଥିବା ସଂଘର୍ଷ ଓ ଗୁଳିମାଡ଼ରେ ଜଣେ…
କରାଚୀ, ୨୦ା୬: ଗ୍ରୀସ୍ ଉପକୂଳରେ ବୋଟ୍ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ୧୨ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ୟୁରୋପୀୟ ଦେଶରେ ବେଆଇନ…
ଲୁଧିଆନା,୨୦।୬: ପଞ୍ଜାବରୁ ବହୁ କୋଟି ଟଙ୍କା ଠକି ଫେରାର୍ ହେବାକୁ ବସିଥିବା ଠକ ଦମ୍ପତିଙ୍କୁ ପୋଲିସ କୌଶଳକ୍ରମେ ଗିରଫ କରିଛି। ଉତ୍ତରାଖଣ୍ଡ ଚମୋଲି ହେମକୁଣ୍ଡ ସାହିବରୁ ମନଦୀପ କୌର…
ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ…
ନୋଭୋ ହାମବର୍ଗୋ,୧୯।୬: ବ୍ରାଜିଲରେ ବାତ୍ୟା ଯୋଗୁ ୧୩ ଜଣ ପ୍ରାଣ ହରାଇଛନ୍ତି। ଜୀବନ ରକ୍ଷା ପାଇଁ ବହୁ ହଜାର ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ…