ମୁମ୍ବାଇ,୨୧।୮: ମହାରାଷ୍ଟ୍ରରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନାଯୋଗ୍ୟ, ଏଠାରେ ଦୁଇଟି ଅଲଗା ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ପ୍ରଥମ…
ଫିରୋଜପୁର,୨୧।୮: ପଡୋଶୀ ଦେଶ ପାକିସ୍ଥାନରୁ କ୍ରମାଗତ ଭାବରେ ଡ୍ରଗ୍ସ ସାମଗ୍ରୀ ଭାରତକୁ ପଠାଯାଉଛି। ପଞ୍ଜାବର ଫେରୋଜପୁରର ଭାରତ-ପାକ ସୀମାରେ ଡ୍ରଗ୍ସ ଚୋରା ଚାଲାଣକାରୀ ଏବଂ ସୀମା ସୁରକ୍ଷା…
ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ଜୟରାମ ରମେଶ ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ଏମପି ସନ୍ନି ଦଓ୍ବେଲଙ୍କ ବଙ୍ଗଳାର ଇ-ନିଲାମିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ସେ…
ନୂଆଦିଲ୍ଲୀ,୨୧।୮: ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୨୪ରେ ଯଦି ଭାଜପା ଶାସନ କ୍ଷମତାକୁ ଆସିଲା ତେବେ…
ମେକ୍ସିକୋ,୨୧।୮: ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ପିକୋ ଡି ଓରିଜାବା ଆରୋହଣ ସମୟରେ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ଦେଶର…
ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ ଓ ହସ୍ପିଟାଲର ଡାକ୍ତରଙ୍କ ଘରୋଇ କ୍ଲିନିକ ପ୍ରୀତି ରୋଗୀଙ୍କୁ ସମସ୍ୟାରେ ପକାଉଛି। ଡ୍ୟୁଟି ସମୟରେ ଡାକ୍ତର ଘରୋଇ…
ଶ୍ରୀନଗର,୨୧।୮: ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱିଧା କରିବ ନାହିଁ କାରଣ ସମ୍ବିଧାନ ମଧ୍ୟ ଅନୁମତି…
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଲୁକ୍। ଏଥର ସେ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସଲମାନ ଖାନ ତାଙ୍କ…
ମାଉ,୨୧।୮: ଉତ୍ତରପ୍ରଦେଶର ମାଉରେ ଘୋଷୀ ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଦାରା ସିଂ ଚୌହାନଙ୍କ ଉପରେ…
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶର ଆଗ୍ରାଠାରେ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏଥିରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା…