Home Left

ପିତା ହୋଇଥିବା ବୁମ୍‌ରାଙ୍କୁ ଶାହିନ ଦେଲେ ଖାସ୍‌ ଉପହାର, ହୃଦୟ ଜିଣୁଛି…

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ମଝିରେ ପିତା ହୋଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା। ଏହାକୁ ନେଇ ତାଙ୍କୁ ସାଥୀ କ୍ରିକେଟରମାନେ ଅଭିନନ୍ଦନ ଜଣାଉଛନ୍ତି।…

3 years ago

କୋରାପୁଟରେ ୯୩୭.୧ ମିମି ବର୍ଷା 

କୋରାପୁଟ,୧୨।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ମଙ୍ଗଳବାର ୯୩୭.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ସେମିଳିଗୁଡା ବ୍ଲକରେ ସର୍ବାଧିକ ୨୦୮ ମିମି ବର୍ଷା ହୋଇଥିବା  ଜିଲା ଜରୁରୀ ବିଭାଗ…

3 years ago

ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ କରାଯାଉଛି ଦୁର୍ବ୍ୟବହାର

ଇସଲାମାବାଦ,୧୨।୯: ପାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଶରଣାର୍ଥୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ଦାବି କରିଛି ଯେ, ପାକିସ୍ତାନ ପୋଲିସ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦୁର୍ବ୍ୟବହାର କରୁଛି।…

3 years ago

ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ଶତକ: ଖୁସିରେ ଝୁମିଲେ କେ ଏଲ୍‌ଙ୍କ ପତ୍ନୀ, ଲେଖିଲେ ପ୍ରେମପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: ଚଳିତ ଏସିଆ କପ୍‌ରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ। ଦୀର୍ଘ ସମୟ ଧରି ସେ ଆହତ ସମସ୍ୟା ଦେଇ ଗତି କରିଥିଲେ। ହେଲେ…

3 years ago

ପିଓକେକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭି.କେ ସିଂଙ୍କୁ ଜବାବ ଦେଲେ ସଞ୍ଜୟ

ମୁମ୍ବାଇ,୧୨।୯: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂଙ୍କ ବୟାନ ଉପରେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ସବୁବେଳେ…

3 years ago

ରାସ୍ତା ନାହିଁ: ନାଳ ପାର୍‌ ହେଉଛନ୍ତି ଗ୍ରାମବାସୀ

ଘଣ୍ଟାପଡ଼ା, ୧୨ା୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ନାଦେନ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ରାସ୍ତା ଖରାପ ଯୋଗୁ ବର୍ଷା ଦିନେ…

3 years ago

ବସ୍‌ରେ ଗୋରୁ ଚାଲାଣ

ବାଲେଶ୍ବର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସେରଗଡ଼ ଟୋଲଗେଟ୍‌ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି। ବସ୍‌ଟି ପୂର୍ବରୁ ଏମିତି…

3 years ago

କୁଏତରେ ବ୍ରିଟିଶ ଏୟାରୱେଜର ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ରଖାଯାଇଥିଲା ବନ୍ଧକ, ୩୩ବର୍ଷ ପରେ ସରକାର, କମ୍ପାନୀ ବିରୋଧରେ ହେବ ମାମଲା

କୁଏତ,୧୨।୯: ୧୯୯୦ରେ ଇରାକ କୁଏତ ଉପରେ ଆକ୍ରମଣ କରିଥିଲା। ବ୍ରିଟିଶ ଯାତ୍ରୀ ଏବଂ କର୍ମଚାରୀମାନେ ମଧ୍ୟ ଇରାକ ଏବଂ କୁଏତ ମଧ୍ୟରେ ଚାଲିଥିବା ଯୁଦ୍ଧର ଶିକାର ହୋଇଥିଲେ।…

3 years ago

ଫ୍ଲୋରାଇଡ୍‌ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୧୨।୯(ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢାଇବା ପାଇଁ ପୋଷାକଠାରୁ ଆରମ୍ଭ କରି ମଧ୍ୟାହ୍ନ…

3 years ago

୭୨ ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ

ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ଗୋଟେ ବର୍ଷ ନୁହଁ କି ୨ ବର୍ଷ ନୁହଁ। ଦୀର୍ଘ ୭୨ ବର୍ଷର ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟ ଗୃହ ନ ଥିବା ସାଧାରଣରେ…

3 years ago