Home Left

ଶନିବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଦଳରେ ସାମିଲ ହେଲେ ଡେଙ୍ଗା ଫାଷ୍ଟ ବୋଲର ଜେମିସନ

ନୂଆଦିଲ୍ଲୀ,୨ା୧୧: ନ୍ୟୁଜିଲାଣ୍ଡର ଦୁଇ ପେସ୍‌ ବୋଲରଙ୍କ ସମେତ ୫ ଖେଳାଳି ଆଘାତଜନିତ ସମସ୍ୟାରେ ରହିଛନ୍ତି। ଏଭଳି ସ୍ଥିତିରେ ଆଘାତ ପ୍ରାପ୍ତ ମ୍ୟାଟ ହେନ୍‌ରୀଙ୍କ ସ୍ଥାନରେ ଡେଙ୍ଗା ଫାଷ୍ଟ…

3 years ago

ନିରାଶ କରିବେନି ବିରାଟ, ବାର୍ଥଡେ’ରେ କରିପାରନ୍ତି ମହାରେକର୍ଡ

ନୂଆଦିଲ୍ଲୀ,୨।୧୧: ବିରାଟ କୋହଲିଙ୍କ ପ୍ରଶଂସକମାନେ ତାଙ୍କ ଓଡିଆଇ କ୍ୟାରିୟରରେ ଗୁରୁବାର ଏକ ଚମତ୍କାର ୪୯ତମ ଶତକ ଆଶା କରିଥିଲେ, ଯାହା ସାହାଯ୍ୟରେ ସେ ସଚିନ ତେନ୍ଦୁଲକରଙ୍କ ଓଡିଆଇ…

3 years ago

ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ବର ପତି ନାବାଳିକା ବଳାତ୍କାର ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସମସ୍ତ…

3 years ago

ଦିଲ୍ଲୀ-ପଞ୍ଜାବ ଏକ୍ସାଇଜ ପଲିସିକୁ ସିଦ୍ଧୁ ଦେଲେ ଚୋରି-ଠକେଇ ନାମ, ଲଗାଇଲେ ଗୁରୁତର ଅଭିଯୋଗ

ଚଣ୍ଡିଗଡ଼,୨।୧୧: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ ଏବଂ ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ର ମଦ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପଟିଆଲାରେ…

3 years ago

ଶୁଭମନ ଗିଲ ଶତକ ନ କରିବାରୁ ସାରା ତେନ୍ଦୁଲକରଙ୍କୁ ଲାଗିଲା ଝଟକା, ଭାଇରାଲ ହେଉଛି ରିଆକ୍ସନ

ନୂଆଦିଲ୍ଲୀ,୨।୧୧: ଓଡିଆଇ ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ। ଗିଲଙ୍କ ଇନିଂସ ୯୨ରନରେ ଶେଷ ହୋଇଥିଲା। ପ୍ରଥମ ଥର…

3 years ago

ପ୍ରଶ୍ନପତ୍ର ଲିକ୍‌ ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ସମନ

ଜୟପୁର,୨।୧୧: ନିର୍ବାଚନ ପୂର୍ବରୁ କଂଗ୍ରେସର ଅଢୁଆ ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ସ୍କୁଲ ଶିକ୍ଷକ ଚୟନରେ ପ୍ରଶ୍ନପତ୍ର ଲିକ୍‌ ଏବଂ ଆର୍ଥିକ ଅପରାଧ ଅଭିଯୋଗରେ ପ୍ରବର୍ତ୍ତନ…

3 years ago

ମହୁଆଙ୍କୁ ପଚରାଗଲା ଅନୈତିକ ପ୍ରଶ୍ନ, ଏଥିକ୍ସ କମିଟି ବୈଠକରେ ଜୋରଦାର ହଙ୍ଗାମା

ନୂଆଦିଲ୍ଲୀ,୨।୧୧: ଟିଏମସି ଏମପି ମହୁଆ ମୋଇତ୍ର ଗୁରୁବାର କ୍ୟାସ କ୍ୟୋରୀ ମାମଲାରେ ସଂସଦର ନୈତିକ କମିଟି ବା ଏଥିକ୍ସ କମିଟି ନିକଟରେ ହାଜର ହୋଇଥିଲେ। ସକାଳେ ସଂସଦରେ…

3 years ago

ନର୍ଭସ ନାଇଣ୍ଟିଜ୍‌ର ଶିକାର ହେଲେ ଗିଲ୍‌

ମୁମ୍ବାଇ,୨।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଶୁଭମନ ଗିଲ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ସେ…

3 years ago

‘ମୋ ଶରୀରକୁ ତ ଗିରଫ କରିଦେବେ ହେଲେ…’ ଇଡିର ନୋଟିସ ମଧ୍ୟରେ କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ରୋଡ ଶୋ’ କରିଛନ୍ତି।…

3 years ago

ଗୋଟିଏ ଦିନ ପୂର୍ବରୁ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେଲା ଭାଜପା

ଜୟପୁର,୨।୧୧: ଭାରତୀୟ ଜନତା ପାର୍ଟି (ଭଜେପା) ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫୮ ଜଣ ପ୍ରାର୍ଥୀଙ୍କୁ ଭାଜପା…

3 years ago