ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ…
ଛତ୍ରପୁର,୧୪।୧୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଆରଟିଓ ଅଫିସରୁ ୪ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର…
ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୧୪।୧୧: ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ…
ମୁମ୍ବାଇ: ଡିସେମ୍ବର ପ୍ରଥମ ଦିନରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ରିଲିଜ ହେଉଛି। ନିର୍ମାତା ଫିଲ୍ମ ସହିତ ଜଡିତ ଅପଡେଟ୍ସ ପ୍ରଶଂସକମାନଙ୍କ…
ଭାରତରେ ଦୀପାବଳି ପାଳନ କରାଯାଇଛି। ଯଦି ଆପଣ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭ ଦେବ। ସୋସିଆଲ…
ମୁମ୍ବାଇ,୧୪।୧୧: ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାଇଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନ। ଦଳର ବୋଲିଂ ଆକ୍ରମଣ ମଜଭୂତ ଥିବାରୁ ଭାରତୀୟ ଟିମ୍ର ଖେଳାଳିମାନେ…
ରାଉରକେଲା,୧୪।୧୧(ବିପ୍ଳବ ରଞ୍ଜନ ଦାଶ): ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଆରଏମସି ପକ୍ଷରୁ ରାଉରକେଲା ବାଲୁଘାଟରେ ମୂର୍ତ୍ତି ବିସର୍ଜନ ଘାଟ ଇତିମଧ୍ୟରେ ନିର୍ମାଣ କରାଯାଇଛି। ଏଠାରେ…
ନୂଆଦିଲ୍ଲୀ,୧୪।୧୧: ଓବରୋଇ ଗ୍ରୁପ୍ର ଚେୟାରମ୍ୟାନ୍ ପିଆର୍ଏସ୍ ଓବରୋଇଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ତେବେ ଭାରତରେ ହୋଟେଲ ବ୍ୟବସାୟର…
ବେନି,୧୪।୧୧: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ଡେମୋକ୍ରାଟିକ ରିପବ୍ଲିକ…
ନୂଆଦିଲ୍ଲୀ,୧୪।୧୧: ବ୍ୟବସାୟଜଗତରେ ରେମଣ୍ଡ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ସିଙ୍ଘାନିଆ ଜଣେ ପରିଚିତ ନାମ। ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ଗୌତମ ସ୍ତ୍ରୀ ନଓ୍ବାଜ ମୋଦି…