Home Left

ଖେଲୋ ଇଣ୍ଡିଆ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬ା୩: ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କ୍ରୀଡ଼ା ବିଭାଗ ସହଯୋଗରେ ଆଥଲେଟମାନଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ପ୍ରୋତ୍ସାହନ ଢାଞ୍ଚାରେ ବ୍ୟାପକ ସଂସ୍କାର ଅଣାଯାଇଛି।…

2 years ago

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ସିବିଆଇ ତଦନ୍ତ ମାମଲା: ଖାରଜ ପାଇଁ ରାଜ୍ୟ ସରକାରଙ୍କ ଆବେଦନ

କଟକ,୬ା୩(କାର୍ତ୍ତିକ ସାହୁ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ରାଜ୍ୟ ସରକାର ଜବାବ ଦାଖଲ କରି…

2 years ago

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ହକି ପାଇଁ ଭାରତର ଡ୍ର ଘୋଷିତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ

ଲାଉସାନ୍ନେ,୬ା୩: ପ୍ୟାରିସ୍‌ ୨୦୨୪ ପାଇଁ ବୁଧବାର ପୁରୁଷ ହକି ଦଳର ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ପୁଲ୍‌ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ…

2 years ago

କଳାକାରଙ୍କୁ ମିଳୁନି ଭତ୍ତା, ପରିବାର ପ୍ରତିପୋଷଣରେ ଅର୍ଥ ସାଜିଛି ବାଧକ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରଙ୍କ କଳାକାର ଭତ୍ତାରୁ ବଞ୍ଚିତ ସଦର ବ୍ଲକ କାଳିଆବେଡ଼ା ଗ୍ରାମର ମହିଳା ପାଲା ଗାୟିକା ଯଶୋଦା ବାରିକ ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି। ଏଥିପାଇଁ…

2 years ago

ରେଳଫାଟକ ବନ୍ଦ, ଖରାରେ ସିଝିଲେ ଜନସାଧାରଣ

ନିରାକାରପୁର,୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ଥିବା ରେଳବାଇ ଲେବଲ କ୍ରସିଂ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ିଯିବାରୁ ଫାଟକର ଉଭୟପାର୍ଶ୍ୱ ନୂଆ ଜଗନ୍ନାଥ ସଡ଼କରେ ପ୍ରାୟ…

2 years ago

ତାଳଚେର ସହର ପ୍ରଦୂଷଣ ନେଇ ଏନ୍‌ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍‌

କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ…

2 years ago

ଫିଟନେସ୍‌ରେ ସୁଧାର ଆଣିବା ପାଇଁ ସେନା ସହିତ ଟ୍ରେନିଂ କରିବ ପାକିସ୍ତାନ କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ,୬ା୩: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କ ଫିଟନେସ୍‌ ପାଇଁ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ନିକଟ ଅତୀତରେ ଅନେକ ମ୍ୟାଚ୍ ସମୟରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ…

2 years ago

ଉଦୟନିଧି, ଏ. ରାଜାଙ୍କ ବିରୋଧରେ ପିଟିଶନ ହାଇକୋର୍ଟରେ ଖାରଜ

ଚେନ୍ନାଇ,୬ା୩:ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍‌କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌, ପି.କେ ସେରକାର ଏବଂ ଏମ୍‌ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ…

2 years ago

ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ

ଇସ୍‌ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍‌-ହକ୍‌ଙ୍କ ସାମରିକ ଶାସନ…

2 years ago

ପରୀ ହତ୍ୟା ମାମଲା: ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ

କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍‌ଡ୍ରେନ ଅତିରିକ୍ତ ସେସନ…

2 years ago