ଶ୍ରୀନଗର,୭।୪: ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ରବିବାର (ଏପ୍ରିଲ ୭) ପାର୍ଟି ତାଙ୍କୁ ଅନନ୍ତନାଗ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି…
ନୂଆଦିଲ୍ଲୀ,୭।୪: ଭାରତୀୟ ଜନତା ପାର୍ଟିରେ ଯୋଗଦେବାର କିଛି ଦିନ ପରେ ପୂର୍ବତନ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ରବିବାର କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଟାର୍ଗେଟ…
କୋଟପାଡ଼,୭ା୪(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଏକ ଟ୍ରକ୍ରେ କୌଣସି କାରଣ ବଶତଃ ଅପରାହ୍ନ…
ମୁମ୍ବାଇ,୭।୩: ମୁମ୍ବାଇ ବିପକ୍ଷମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ…
ମୁମ୍ବାଇ,୭।୪:ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏସପି) ସୁପ୍ରିମୋ ଶରଦ ପାୱାରଙ୍କ…
ମୋରଡ଼ା,୭ା୪(ସ୍ମାରକ ମାଜୀ): ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ରାଜନୀତି ତାତି ସେତେ ଜୋର୍ ଧରୁଛି। ବିଜୁ ଜନତା ଦଳ ମୋରଡ଼ା ପାଇଁ…
ନୂଆଦିଲ୍ଲୀ,୭।୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭାରତୀୟ ରାଜନୀତିର 'ଶ୍ରେଷ୍ଠ ଫିନିସର୍' ବୋଲି କହିଛନ୍ତି। ବରିଷ୍ଠ ଭାଜପା ନେତା…
କଟକ,୭ା୪(କାର୍ତ୍ତିକ ସାହୁ): କଟକ ତୁଳସୀପୁର ନିକଟ ମହାନଦୀରେ ରବିବାର ଜଣେ ୨୨ ବର୍ଷୀୟ ଯୁବକ ବୁଡ଼ି ଯାଇଛନ୍ତି। ସେ ତାଙ୍କ ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ବୁଡ଼ି ଯାଇଥିବା…
ନୂଆଦିଲ୍ଲୀ,୭।୪: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଓହ୍ଲାଇଛି। ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍ ଦେଇଛି।…
ନୂଆଦିଲ୍ଲୀ,୭।୪: ନିକଟରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଗୋରଭ ବଲ୍ଲବ କହିଛନ୍ତି ଯେ ଗତ ତିରିଶ ବର୍ଷ ଧରି ଦଳର ଇସ୍ତାହାର ସମାନ…