Home Left

ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ

ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି ।…

2 years ago

ସହରାଟିକ୍ରା ହତ୍ୟା ଘଟଣାର ପର୍ଦ୍ଦାଫାଶ, ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ହତ୍ୟା କରିଥିଲେ ପୁଅ

ଭେଡେନ,୨୯।୫(ସୁଦନ ମହାକୁର):ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରାଠାରେ ସୋମବାର ରାତିରେ ଘଟିଥିବା ମଙ୍ଗନିଆ ସେଠ(୫୨) ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ନିଶା ସେବନ ପାଇଁ…

2 years ago

ଆଜି ନିମାପଡ଼ାରେ ମେଗା ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିବେ। ଏଠାରେ ସେ ବିଶାଳ ରୋଡ୍‌ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…

2 years ago

ଖୁବ୍‌ଶୀଘ୍ର ଭାରତ ଫେରିବେ ପ୍ରଜ୍ଜ୍ୱଳ: କଲେ ବିମାନ ଟିକେଟ୍‌

ନୂଆଦିଲ୍ଲୀ,୨୯।୪: କର୍ନାଟକର ହାସନ ଲୋକ ସଭା ଆସନର ଏମ୍‌ପି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ନାଁରେ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ରେଭାନ୍ନାଙ୍କ ବିରୋଧରେ ଏହି ଅଭିଯୋଗ…

2 years ago

ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା କଡା…

2 years ago

ଇସ୍ରାଏଲ୍‌ ରକେଟ୍‌ରେ ଏମିତି କିଛି ଲେଖିଦେଲେ ନିକ୍କି ହାଲି:ଫଟୋ ହେଉଛି ଭାଇରାଲ

ଓ୍ବାଶିଂଟନ୍‌,୨୯।୫: ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ଇସ୍ରାଏଲ ଗସ୍ତ ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ରକେଟରେ କିଛି ଶବ୍ଦ ଲେଖି ଉତ୍ସାହିତ କରିଥିଲେ। ସେ…

2 years ago

ଭାରତ ନା ଚାଇନା, କାହାର ସୈନ୍ୟ ଅଧିକ ଶକ୍ତିଶାଳୀ: ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲ/ବେଜିଂ,୨୯।୫: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବରେ ଭାରତୀୟ ସୈନିକମାନେ ଚାଇନା ପ୍ରତିପକ୍ଷଙ୍କ ବିରୋଧରେ ଏକ ଟଗ-ଯୁଦ୍ଧ ପ୍ରତିଯୋଗିତା ଜିତିଛନ୍ତି। ସେନା…

2 years ago

ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଭୁବନେଶ୍ୱର,୨୯।୫: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ସମୟରେ ଦୀର୍ଘ ସମୟ ଧରି ଅଟକି ରହିଲା ଆମ୍ବୁଲାନ୍ସ। ଏହି ଘଟଣା ବାଲେଶ୍ୱର ଜିଲାରେ ଦେଖିବାକୁ ମିଳିଛି।…

2 years ago

କେନ୍ଦ୍ରର ପୋଲ୍‌ ଖୋଲିଦେଲେ ପାଣ୍ଡିଆନ

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଚାର ଜୋରଦାର ଚାଲିଛି। ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖାଯାଇଛି। ବୁଧବାର ଏକ ପ୍ରେସ୍‌ମିଟ୍‌…

2 years ago

ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ…

2 years ago