Home Left

ସିଦ୍ଧରମୈୟାଙ୍କ ନାଁରେ ଚାଲିବ ମାମଲା, ରାଜ୍ୟପାଳ ଦେଲେ ମଞ୍ଜୁରୀ

ବେଙ୍ଗାଲୁରୁ,୧୭।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ବର୍ତ୍ତମାନ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ମୁଖ୍ୟମନ୍ତ୍ରୀଙ୍କୁ ମୁଦା ମାମଲାରେ ଦୋଷୀ ସାବ୍ୟସ୍ତ କରିବାକୁ ଅନୁମୋଦନ…

2 years ago

ଆରମ୍ଭ ହେଲା ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭ା୮: ଭୁବନେଶ୍ବରରେ ନୂଆ ବିଧାୟକଙ୍କ ପାଇଁ ଶନିବାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍‌ଘାଟନ କରିଛନ୍ତି।…

2 years ago

ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ…

2 years ago

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲା: ସିବିଆଇ ହାତରେ ଲାଗିଲା ବଡ଼ ସୁରାକ, ସେଦିନ ରାତି ୧୧ଟାରେ…

କୋଲକାତା,୧୭।୮: କୋଲକାତା ଆର୍‌.ଜି କର ହସ୍ପିଟାଲରେ ବଳାତ୍କାର ପରେ ଜଣେ ମହିଳା ଡାକ୍ତରଙ୍କୁ ନର୍ମମ ଭାବେ ହତ୍ୟା କରିବା ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି। ଦେଶବ୍ୟାପୀ…

2 years ago

‘ପ୍ଲିଜ ମୋ ଝିଅର ନାମ, ଏମିତି ଫଟୋ ଶେୟାର କରନାହିଁ’, ମୃତ ମହିଳା ଡାକ୍ତରଙ୍କ ପିତାଙ୍କ ଅପିଲ

କୋଲକାତା,୧୭।୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ ମାତାପିତାଙ୍କ ଯନ୍ତ୍ରଣା ପୁଣି ଥରେ ବଢି ଯାଇଛି। ଲେଡି ଡାକ୍ତରଙ୍କ ପିତା ତାଙ୍କ ‘ଝିଅର…

2 years ago

ବିସିସିଆଇର କଠୋର ନିୟମ: ଜୟ ଶାହା କହିଲେ ଯଦି କୌଣସି ଖେଳାଳି ଆହତ ହୁଅନ୍ତି…, ବିରାଟ-ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୭।୮: କିଛି ଦିନ ହେବ ଦିଲୀପ ଟ୍ରଫିର ଆଗାମୀ ସିଜିନଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁର୍ନାମେଣ୍ଟ ୫-୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ, ଯେଉଁଥିରେ ଭାରତୀୟ ଜାତୀୟ କ୍ରିକେଟ…

2 years ago

ପୁରୁଷୋତ୍ତମପାଲିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୪ ଆକ୍ରାନ୍ତ

ଅମରପାଲି,୧୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମପାଲିରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇ…

2 years ago

ବିହାର ଊପନିର୍ବାଚନରେ ରାହୁଲ, ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ରଣନୀତିଜ୍ଞ

ନୂଆଦିଲ୍ଲୀ,୧୭।୮: ଜନ ସୁରାଜର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ବିହାରରେ…

2 years ago

ଭାରତ ମନା କରିବା ପରେ ଏହି ଆଫ୍ରିକୀୟ ଦେଶରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ,୧୭।୮: ପୁରୁଷ ଟି -୨୦ ବିଶ୍ୱକପ ଚଳିତ ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ…

2 years ago

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା,୧୭ା୮(ସୁଶାନ୍ତ ବାରିକ): ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ…

2 years ago