Home Left

୧୦ ହସ୍ପିଟାଲକୁ ବୋମାରେ ଉଡାଇ ଦେବାକୁ ଧମକ

ଜୟପୁର,୧୮।୮: ରାଜଧାନୀ ଜୟପୁରରେ ଇ-ମେଲ ଜରିଆରେ ହସ୍ପିଟାଲ ଗୁଡିକୁ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଥର ଗୋଲାପୀ ସହର ଜୟପୁରର ୧୦ଟି ବଡ ଡାକ୍ତରଖାନାକୁ ଏହି ଧମକ…

2 years ago

ରାଜାଙ୍କ ମଞ୍ଜୁରୀ ପରେ ଶିନାଓ୍ବାତ୍ରା ହେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ,୧୮।୮: ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ପାଟୋଙ୍ଗଟର୍ନ ଶିନାୱାତ୍ରା ନିଯୁକ୍ତ ହୋଇଛନ୍ତି। ପ୍ରତିନିଧି ସଭାର ସେକ୍ରେଟେରୀ ଜେନେରାଲ ବା ମହାସଚିବ ଅର୍ଫାତ୍‌ ସୁକାନନ ରବିବାର ଏହି ଘୋଷଣା…

2 years ago

୩ ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ

ରାଞ୍ଚି,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ୩ଜେଏମଏମ ବିଧାୟକ ରବିବାରି ଅପରାହ୍ନ ୩ଟାରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ଭାଜପାରେ ଯୋଗ ଦେଇପାରନ୍ତି। ଏୟାର ଇଣ୍ଡିଆର…

2 years ago

‘ସ୍ତ୍ରୀ ୨’ ପାଇଁ କାଟିବାକୁ ପଡିବନି ମହଙ୍ଗା ଟିକେଟ୍‌, ମାତ୍ର ୨୯ଟଙ୍କାରେ ଦେଖନ୍ତୁ ହଲ୍‌ ଭଳି ଫିଲ୍ମ

ମୁମ୍ବାଇ.୧୮।୮: ‘ସ୍ତ୍ରୀ ୨’ ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଫିଲ୍ମ ଗୁରୁବାର ସ୍ବାଧୀନତା ଦିବସ ଉପଲକ୍ଷେ ରିଲିଜ୍‌…

2 years ago

ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଛି ମଲାମୂଷା, ଭାଇରାଲ ହେଉଛି ଭିଡିଓ

ଥୁଆମୂଳ ରାମପୁର,୧୮ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଏବେ ଦେଶୀ ହାତ ରନ୍ଧା ମଦ କାରବାର ବଢ଼ିବାରେ ଲାଗିଛି। ତେବେ ଏହି ଦେଶୀ ହାତରନ୍ଧା ମଦ…

2 years ago

ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ

ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର…

2 years ago

ଟ୍ରେନି ଡାକ୍ତର ହତ୍ୟା ମାମଲାକୁ ନେଇ ଟିଏମସି ମଧ୍ୟରେ କନ୍ଦଳ! ମମତାଙ୍କ ଏମପି ମାଗିଲେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜବାବ

କୋଲକାତା,୧୮।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ (କୋଲକାତା ଡାକ୍ତର ହତ୍ୟା ମାମଲା)ାର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣା କେବଳ ବଙ୍ଗଳାରେ ନୁହେଁ…

2 years ago

‘ଲେଡି ବୁମ୍‌ରା’ ଙ୍କୁ ଦେଖି ଦୁନିଆ ତାଜୁବ, ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୧୮।୮: ଜସପ୍ରୀତ ବୁମ୍‌ରା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଦମ୍‌ଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଥିଲା। ବୁମରା…

2 years ago

ହୋଟେଲ୍‌ ରୁମ୍‌ରେ ପଶି ମହିଳା କ୍ୟାବିନ୍‌ କ୍ର୍ୟୁଙ୍କୁ ଶାରିରୀକ ନିର୍ଯ୍ୟାତନା

ନୂଆଦିଲ୍ଲୀ, ୧୮।୦୮: ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ର୍ୟୁ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । କିଛି ରିପୋର୍ଟରେ କୁହାଯାଇଛି କି କ୍ୟାବିନ୍‌ କ୍ର୍ୟୁଙ୍କ ସହିତ ବଳାତ୍କାର…

2 years ago

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ପୁରୀ,୧୮ା୮: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି।…

2 years ago