Home Left

ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ହୋଟେଲ ନ୍ୟୁ ମାରିୟନଠାରେ ଏକ ୯ ଦିନିଆ ସିଲ୍କ ଇଣ୍ଡିଆ ସ୍ବତନ୍ତ୍ର ପ୍ରଦଶର୍ନୀର ଆୟୋଜନ କରାଯାଇଛି।…

2 years ago

ମୋଦି ଚାହିଁଲେ ପୁଟିନଙ୍କୁ ରୋକିପାରିବେ: ସ୍ବୀକାର କଲେ ଜେଲେନସ୍କି

କିଭ୍‌,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ୟୁକ୍ରେନ ଗସ୍ତ ପରେ ଫେରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।…

2 years ago

ନୂତନ ୟୁପିଆଇ ସର୍ଭିସ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବର୍ତ୍ତମାନ ବଜାରରେ ଏକ ନୂତନ କ୍ରେଡିଟ୍‌-ଫାଷ୍ଟ ୟୁପିଆଇ ସର୍ଭିସ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଛି। ଏପରିକି ସୁପର୍‌ ଡଟ୍‌ ମନି ପକ୍ଷରୁ ଏକ ସଫଳ ବିଟା…

2 years ago

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ମସଲା ଏମ୍‌ଡି

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସୁଶାନ୍ତ କୁମାର ପଣ୍ଡା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର…

2 years ago

ପୁରୀରେ ସ୍ବସ୍ତି ପ୍ରିମିୟମ୍‌ର ବିଚ୍‌ ରିସୋର୍ଟ

ଭୁବନେଶ୍ୱର,୨୪୮(ଅନୁରାଧା ମହାରଣା) : ସ୍ବସ୍ତିଗ୍ରୁପ୍‌ ଦ୍ୱାରା ପୁରୀରେ ନିର୍ମିତ ସ୍ବସ୍ତି ପ୍ରିମିୟମ୍‌ ବିଚ୍‌ ରିସୋର୍ଟ ଆସନ୍ତା ୨୫ ତାରିଖରେ ଖୋଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…

2 years ago

ବଜାରରେ ‘ଫାର୍ମ ବି’ ଉତ୍ପାଦ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ‘ଫାର୍ମ ବି’ର ଉତ୍ପାଦଗୁଡିକୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ପଶ୍ଚିମ ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି।…

2 years ago

ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ମାସ (ଜାନୁଆରୀ-ଜୁନ)ରେ ଆମେରିକା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ଅନ୍ୟପଟେ ଏ ଅବଧି ମଧ୍ୟରେ ଚାଇନା…

2 years ago

ଫାବିଓ ବିଲେଟ୍‌ର ନୂଆ ସିଇଓ

ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ‘ବିଲେଟ୍‌’ର ନୂଆ ସିଇଓ ଭାବେ ଫାବିଓ ରୋବର୍ଟୋ ମାର୍ଟିନ୍ସଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ସେ ଏହି ନୂତନ…

2 years ago

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): କ୍ରମାଗତ ୪ର୍ଥ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ…

2 years ago

୩୨ ହଜାର ଲୋକ, ୭ ହଜାର କୋଟିର ଜମା

ଗାନ୍ଧୀନଗର: ଗତ କିଛି ବର୍ଷ ଧରି ଭାରତର ଗ୍ରାମଗୁଡ଼ିକର ଜନସଂଖ୍ୟା କମୁଥିବାବେଳେ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ବେକାରିରୁ ମୁକ୍ତି ପାଇବା ପାଇଁ ଗ୍ରାମର ଅନେକ…

2 years ago