ଢାକା,୨୧।୧୦: ଶେଖ ହାସିନାଙ୍କ ଦେଶ ଛାଡିବା ବାଂଲାଦେଶର ଅବସ୍ଥା ଖରାପ ହେବାରେ ଲାଗିଛି। ବର୍ତ୍ତମାନ ମଧ୍ୟ ବାଂଲାଦେଶ ପାଇଁ ପ୍ରକୃତି ନିଷ୍ଠୁର ହୋଇଛି। ଖୁବ ଶୀଘ୍ର ବାଂଲାଦେଶର…
ଭୁବନେଶ୍ୱର,୨୧ା୧୦: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା 'ଦାନା' ର ଗତିପଥ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଟ୍ରାକ୍ ଜାରି କରିଛି। ଆଇଏମଡି…
ମୁମ୍ବାଇ,୨୧।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି। ଏକ…
ନୂଆଦିଲ୍ଲୀ,୨୧ା୧୦: ରବିବାର ଦିଲ୍ଲୀର ରୋହିଣୀରେ ଥିବା ଏକ ସିଆରପିଏଫ ବିଦ୍ୟାଳୟର ନିକଟରେ ଭୟଙ୍କର ବିସ୍ଫୋରଣ ହେବା ପରେ ଏହି ଘଟଣା ପଛର କାରଣ ଜାଣିବା ଏବଂ ଅପରାଧୀଙ୍କୁ…
ନୂଆଦିଲ୍ଲୀ,୨୧ା୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଯେଉଁଠାରେ ଝାଡ଼ଖଣ୍ଡରେ…
ମୁମ୍ବାଇ,୨୧ା୧୦: ମହାରାଷ୍ଟ୍ରରେ ୯୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଭାଜପା। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ଙ୍କୁ ଭାଜପା ପ୍ରାର୍ଥୀ କରିଥିବାବେଳେ କାମାଥି ବିଧାନସଭା ଆସନରୁ ଦଳର ରାଜ୍ୟ…
ନୂଆଦିଲ୍ଲୀ,୨୧ା୧୦: ରବିବାର ଦିନ ଜମ୍ମୁ କଶ୍ମିରର ଗାନ୍ଦରବାଲ ଜିଲାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ଏହି ଆକ୍ରମଣ ପାଇଁ…
ଭୁବନେଶ୍ୱର,୨୧।୧୦: ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ରବିବାର ସାରେ ବାତ୍ୟା ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।…
ଦାରିଙ୍ଗବାଡ଼ି,୨୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂତନ ଚଲାପଥ ତଥା ‘ପାଇନ୍ ବଣ ଓ୍ବାକିଂ ଟ୍ରେଲ୍’ ଯାହାକି ପର୍ଯ୍ୟଟକଙ୍କ ପାଇଁ ସକାଳ ଓ…
ଭୁବନେଶ୍ୱର,୨୧ା୧୦: ଆଣ୍ଡାମାନ୍ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସକାଳ ସମୟରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…