Home Left

ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ

ଓ୍ବାଶିଂଟନ,୧୦ା୯: ଭାରତୀୟ ରାଜନୀତିରୁ ଭଲ ପାଇବା, ସମ୍ମାନ ଏବଂ ବିନମ୍ରତା ହଜିଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ଆମେରିକା ଗସ୍ତରେ ଥିବା…

2 years ago

ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୦ା୯ (ପି.ଟି.): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ପରିସ୍ରାଜନିତ…

2 years ago

ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର,୯ା୯: ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି ଭାଜପା ବିଧାୟକ ପ୍ରାର୍ଥୀ…

2 years ago

ଜଣାପଡ଼ିଲା ଆଇଫୋନ୍-୧୬ ର ମୂଲ୍ୟ: ଲିକ୍ ହେଲା ସାରପ୍ରାଇଜ୍

ନୂଆଦିଲ୍ଲୀ,୯।୯: ଆପଲ୍ ଇଭେଣ୍ଟର କିଛି ଘଣ୍ଟା ପୂର୍ବରୁ ଆଇଫୋନ୍ ୧୬ ର ମୂଲ୍ୟ ଲିକ୍ ହୋଇଯାଇଛି। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ୍ ଆଇଫୋନ୍ ୧୬ ପ୍ରୋ…

2 years ago

ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଛତ୍ରପୁର, ୯/୯(ସନ୍ତୋଷ ପାଢ଼ୀ ): ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲାପାଳ ଦିବ୍ୟଜ୍ୟୋତି…

2 years ago

ଅଭିଷେକ ନା ଆଉ କିଏ? ଐଶ୍ୱର୍ଯ୍ୟାଙ୍କ ଜୀବନରେ ଅଧିକ ଖାସ୍‌ ହେଉଛନ୍ତି…କହୁ କହୁ ଏମିତି କହିଦେଲେ ଅଭିନେତ୍ରୀ

ମୁମ୍ବାଇ: ଶ୍ୱେତା ବଚ୍ଚନ ‘କଫି ଓ୍ବିଥ୍‌ କରଣ’ରେ ଐଶ୍ୱର୍ଯ୍ୟା ରୟଙ୍କୁ ତାଙ୍କ ମା ସମାନ ବୋଲି ସ୍ବୀକାର କରିଥିଲେ। ଐଶ୍ୱର୍ଯ୍ୟା ରୟ ମଧ୍ୟ ନିଜକୁ ଭାଗ୍ୟବାନ ମନେ…

2 years ago

ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ…

2 years ago

ଭାଜପା ସମ୍ପର୍କରେ କଂଗ୍ରେସର ଏତିକି ବିଧାୟକ: ହିମନ୍ତ ବିଶ୍ୱ ଶର୍ମାଙ୍କ ବିସ୍ଫୋରକ ବୟାନ

ରାଞ୍ଚି,୯।୯: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି।…

2 years ago

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର, ମା’ ଘରେ ନ ଥିବା ସୁଯୋଗ ନେଇ…

ହାଇଦ୍ରାବାଦ,୯।୯: ତେଲଙ୍ଗାନାର ସିଦ୍ଧିପେଟ ଜିଲାର ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଯେତେବେଳେ ପରିବାର…

2 years ago

ସଂଗଠନରେ ବିଦ୍ରୋହ, ସାଥୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି, ୯ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖାଦେଇଛି। ପୋଲିସ ସୂଚନାଦାତା ସନ୍ଦେହରେ କାଙ୍କେର ଜିଲା ପରତାପୁରରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ତେଲୁଗୁ କ୍ୟାଡର ସାଥୀ…

2 years ago