Home Left

ତୃତୀୟ ଥର ରାଷ୍ଟ୍ରପତି ହେବେ ଟ୍ରମ୍ପ, କହିଲେ ମୁଁ…

ଓ୍ବାଶିଂଟନ,୨୮।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ଧରି ଶିରୋନାମାରେ ଅଛନ୍ତି। ସେ ପ୍ରାୟତଃ ତାଙ୍କ ବକ୍ତବ୍ୟ ପାଇଁ ଏବଂ କେତେବେଳେ ତାଙ୍କ ନିଷ୍ପତ୍ତି ପାଇଁ…

2 months ago

ସ୍ତ୍ରୀଙ୍କ ସହ ମିଶି ଛଠ୍‌ ପାଳିଲେ ମୁଖ୍ୟମନ୍ତ୍ରୀ: ଦେଲେ ଏମିତି ବାର୍ତ୍ତା

ଭୁବନେଶ୍ୱର,୨୮।୧୦: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ସରକାର…

2 months ago

ଭୀଷଣ ବେଗରେ ଆସୁଛି ‘ମୋନ୍ଥା’: ଲ୍ୟାଣ୍ଡଫଲ୍‌ ପୂର୍ବରୁ ଧୋଇଗଲା ବେଳାଭୂମି ରାସ୍ତା

ଭୁବନେଶ୍ୱର,୨୮।୧୦:ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦,…

2 months ago

ଆନ୍ଧ୍ର ମୁହାଁ ବାତ୍ୟା, ଓଡ଼ିଶାରେ ରେଡ ଆଲର୍ଟ, ଟ୍ରାଭେଲ ଆଡଭାଇଜରୀ ଜାରି, ଏତିକି ରାଜ୍ୟ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରିବା ସହିତ ଘୂର୍ଣ୍ଣିଝଡ଼ ମୋନ୍ଥା ମଛଲିପଟନମ ଏବଂ କଳିଙ୍ଗପଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି…

2 months ago

ବାତ୍ୟା ‘ମୋନ୍ଥା’ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ବଡ଼ ପ୍ରଭାବ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ। ଗତକାଲିଠାରୁ ବାତ୍ୟାର ପ୍ରଭାବ ସାମାନ୍ୟ ଭାବେ…

2 months ago

ନୂଆପଡ଼ା ଉପନିର୍ବାଚନ: ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ନୂଆପଡ଼ା,୨୮/୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍‌ପୋଷ୍ଟ କରି ଯାନବାହନ ତଲାସୀ…

2 months ago

ଅରୁଣାଚଳ ନିକଟରେ ଚାଇନାର ୩୬ ଯୁଦ୍ଧବିମାନ ସେଲ୍ଟର

ନୂଆଦିଲ୍ଲୀ,୨୮ା୧୦: ଅରୁଣାଚଳରେ ଥିବା ଭାରତ-ଚାଇନା ସୀମା ମାକ୍‌ମୋହନ ଲାଇନଠାରୁ ଉତ୍ତରରେ ପ୍ରାୟ ୪୦ କିଲୋମିଟର ଦୂରରେ ଚାଇନା ଯୁଦ୍ଧବିମାନ ରଖିବା ପାଇଁ ୩୬ଟି ଶକ୍ତିଶାଳୀ ଏୟାରକ୍ରାଫ୍ଟ ସେଲ୍ଟର…

2 months ago

ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ସରକାରୀ କର୍ମଚାରୀ: ନ ହେଲେ ପ୍ରମୋଶନ ମନା

ଭୁବନେଶ୍ୱର,୨୮ା୧୦(ରବିନାରାୟଣ ଜେନା):୨୦୨୫ ଶେଷ ହେବାକୁ ୨ମାସ ବାକି ରହିଛି। ହେଲେ ଏପର୍ଯ୍ୟନ୍ତ ବାବୁମାନେ ୨୦୨୪ ଲାଗି ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କୁ ଦେଉନାହାନ୍ତି। ରାଜ୍ୟ ସାଧାରଣ…

2 months ago

ଭୋଜି ଖାଇ ପୂର୍ବତନ ମନ୍ତ୍ରୀ ଅସୁସ୍ଥ, ଜଣେ ମୃତ

କୋଟପାଡ଼,୨୮ା୧୦(କେ.ରାଜଶେଖର ରାଓ):କୋରାପୁଟ ଜିଲା କୋଟପାଡ଼ର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ସୋମବାର ପାରମ୍ପରିକ ଖାଦ୍ୟ ଆମୋଟ ଖାଇ ଅସୁସ୍ଥ ହୋଇଥିବା ବେଳେ ତାଙ୍କ…

2 months ago

ପ୍ରଥମେ ଭାରତର ଆପତ୍ତିଜନକ ନକ୍ସା ପାକିସ୍ତାନକୁ ଦେଇ ଏବେ ସଫେଇ ଦେଉଛନ୍ତି ୟୁନୁସ ସରକାର

ଢାକା,୨୮।୧୦: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସୋମବାର ୟୁନୁସଙ୍କ ଦ୍ୱାରା ଭାରତର ଉତ୍ତର-ପୂର୍ବ ଅଞ୍ଚଳଗୁଡ଼ିକୁ ବାଂଲାଦେଶର ଅଂଶ ଭାବରେ ଦର୍ଶାଯାଇଥିବା ଏକ ମାନଚିତ୍ର ଜଣେ…

2 months ago