Home Left

ପ୍ରଥମ ଦିନ ପୁଅକୁ ଘୋଡ଼ାରେ ବସାଇ ସ୍କୁଲ ପଠାଇଲେ ମାତାପିତା, ଦେଲେ ଏକ ପ୍ରେରଣାଦାୟକ ବାର୍ତ୍ତା

ଚଣ୍ଡିଗଡ଼,୧୧।୧୧: ହରିୟାଣା ବାହାଦୂରଗଡ଼ର ଏକ ପରିବାର ଶିକ୍ଷା ପ୍ରତି ଏକ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଥମ ଥର ପାଇଁ,…

2 years ago

ବ୍ୟାକ୍‌-ଟୁ-ବ୍ୟାକ୍‌ ଶତକ ହାସଲ ପରେ ଲଜ୍ଜାଜନକ ରେକର୍ଡ କଲେ ସଞ୍ଜୁ ସାମସନ

ଡର୍ବାନ,୧୧।୧୧: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଏବଂ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ…

2 years ago

କଂଗ୍ରେସର ବଡ଼ ଆକ୍ସନ: ୨୮ ବିଦ୍ରୋହୀ ପ୍ରାର୍ଥୀ ଦଳରୁ ନିଲମ୍ବିତ

ମୁମ୍ବାଇ,୧୧।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହାପୂର୍ବରୁ ମହା ବିକାଶ ଆଗାଡିର ଅଂଶ ହୋଇଥିବା କଂଗ୍ରେସ…

2 years ago

ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୧୧।୧୧(ଶିଶିର ପଟ୍ଟନାୟକ): କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ଜି. ଉଦୟଗିରି ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭୋର ୪ ଘଣ୍ଟାଠାରୁ ଲମ୍ବା…

2 years ago

ପୋଲିସର ଚଢ଼ାଉ ପରେ ନାମଫଳକରେ ଢଙ୍କାଗଲା କପଡ଼ା

ଗଞ୍ଜାମ,୧୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍‌ ଓ ରେସିଡେନ୍ସିଗୁଡ଼ିକରେ କିଛିଦିନ ତଳେ ଚଢ଼ାଉ କରିଥିଲା ଗଞ୍ଜାମ ଥାନା ପୋଲିସ। ଫଳରେ ତ୍ରିବେଣୀ…

2 years ago

ପୁଅ ବିଜୟ ପାଇଁ କାହାକୁ ଭିକ ମାଗିବି ନାହିଁ: କାହିଁକି ଏମିତି କହିଲେ ରାଜ ଠାକ୍‌ରେ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଅଛନ୍ତି। ଏହି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ…

2 years ago

ରୋହିତଙ୍କ ଅନୁପସ୍ଥିତିରେ କିଏ ହେବ ଭାରତୀୟ ଦଳର ଅଧିନାୟକ: ଗମ୍ଭୀର ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୧।୧୧:ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଳ୍ପ ଦିନ ବାକି ଅଛି। ଟିମ ଇଣ୍ଡିଆର ଅନେକ ଖେଳାଳି ମଧ୍ୟ ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ଏସବୁ ମଧ୍ୟରେ ଗୌତମ…

2 years ago

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟର ୫୧ତମ ମୁଖ୍ୟ ବିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

2 years ago

ସଞ୍ଜୀବ ଖାନ୍ନା କିଏ? ଯିଏ ନେବେ ସିଜେଆଇ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୧୧: ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମାରୋହରେ ଜଷ୍ଟିସ ସଞ୍ଜୀବ ଖାନ୍ନା ସୋମବାର ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବରେ…

2 years ago

ପେଟ୍ରୋଲ ପମ୍ପରେ ଏସବୁ ଜିନିଷ ଫ୍ରିରେ ବ୍ୟବହାର କରିପାରିବେ ଆପଣ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଦେଶରେ ପ୍ରତିଦିନ କୋଟି କୋଟି ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଏହି ଯାନଗୁଡ଼ିକରେ ଡିଜେଲ, ପେଟ୍ରୋଲ, ସିଏନଜି ଏବଂ ଇଲେକ୍ଟ୍ରିକ ଯାନ ଅନ୍ତର୍ଭୁକ୍ତ। ଏହି…

2 years ago