ବକୁ,୩୦ା୧୨: ରୁଷିଆ ଗତ ବୁଧବାର ଉଦ୍ଦେଶ୍ୟବିହୀନ ଭାବେ ଆଜରବୈଜାନ ବିମାନକୁ ଖସାଇଥିଲା ବୋଲି ଏହାର ରାଷ୍ଟ୍ରପତି ଇଲ୍ହାମ ଅଲିୟେଭ୍ ରବିବାର କହିଛନ୍ତି। ତେବେ ଦୁର୍ଘଟଣାର ୪ ଦିନ ଯାଏ…
ଟିବ୍ଲିସି,୩୦ା୧୨: ଜର୍ଜିଆରେ ଗଣପ୍ରତିବାଦ ସତ୍ତ୍ୱେ ନୂଆ ରାଷ୍ଟ୍ରପତି ଭାବେ ମିଖେଇଲ୍ କାଭେଲଶଭିଲି ଶପଥ ଗ୍ରହଣ କରିଛନ୍ତି। ଦେଶରେ ଦୀର୍ଘ ମାସ ହେଲା ରାଜନୈତିକ ସଙ୍କଟ ଅପ୍ରତ୍ୟାଶିତ ସ୍ଥିତିରେ ପହଞ୍ଚତ୍ଥିବାବେଳେ…
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୯ା୧୨(ପ୍ରଦୀପ୍ତ କୁମାର ପୃଷ୍ଟି/ଗିରିଜା ପ୍ରସାଦ ସାହୁ): ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ ଓଳାଶୁଣୀ ଗୁମ୍ଫା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପାହାଡ଼ ଶୀର୍ଷଦେଶରେ…
ଓଟ୍ଟାଓ୍ବା,୨୯ା୧୨: ନ୍ୟୁ ଫାଉଣ୍ଡସ୍ଲ୍ୟାଣ୍ଡର ସେଣ୍ଟ ଜନ୍ସ ସହରରୁ ଆସୁଥିବା ଏୟାର କାନାଡାର ଏକ ବିମାନ ନୋଭା ସ୍କୋଟିଆ ପ୍ରଦେଶର ଗୋଫ୍ସ୍ଥିତ ହାଲିଫାକ୍ସ ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ…
ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ ହରାଇ…
ହିଞ୍ଜିଳିକାଟୁ,୨୯ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ୫୯ନଂ ରାଜପଥ ହିଞ୍ଜିଳିକାଟୁ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର…
ନୂଆଦିଲ୍ଲୀ, ୨୯।୧୨: ଦିଲ୍ଲୀ ହାଇକୋର୍ଟ ପୋକ୍ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି କହିଛନ୍ତି, ନାବାଳିକା ପୀଡିତା ଦ୍ୱାରା ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିବାର ଅର୍ଥ…
ଭବାନୀପାଟଣା,୨୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ପୋଲିସ ଗାଡିକୁ ଏକ ଛତିଶଗଡ ଟ୍ରକ ଧକ୍କା ଦେଇଛି।…
ପଟ୍ଟାଙ୍ଗି,୨୯ା୧୨(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ଘାଟିଗୁଡ଼ା ପଣ୍ଡେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡ଼ିରହିଛି ଜଣେ ମହିଳାଙ୍କ ମୃତଦେହ। ସେପଟେ ପୋଲିସ…
ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି। ପରିବାର…