ଦିଗପହଣ୍ଡି,.୧୯। ୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳା…
ତାସ ଖେଳୁଛନ୍ତି ଯଦି ପଟ ପରିବର୍ତ୍ତନ ହୋଇଗଲା, ଜାଣ ଆପଣଙ୍କ ଖରାପ ବେଳା ଆସିଗଲା। ନିଜର ଆବଶ୍ୟକତା ଥତ୍ବା ପଟ ତୁମ ବିରୋଧୀ ଖେଳାଳି ପାଖକୁ ଆସିଗଲା…
ହହୁ ପୁରାକାଳରେ ଜଣେ ରାଜା ଥତ୍ଲେ ଯେ ତାଙ୍କ ପ୍ରତିଷ୍ଠା, ପ୍ରତିପତ୍ତି ଓ ପ୍ରତାପ ପରାକ୍ରମରେ ଖଣ୍ଡମଣ୍ଡଳ ଥରହର ହେଉଥତ୍ଲା। ଦିନେ ରାଜା ଘୋଡ଼ାରେ ବସି ରାଜ୍ୟ…
ତିନୋଟି ବୃହତ୍ ଦକ୍ଷିଣ ଏସୀୟ ଦେଶରେ ୩ଟି ମୁଖ୍ୟ ସମସ୍ୟା ରହିଛି। ପ୍ରଥମଟି ହେଉଛି ଦାରିଦ୍ର୍ୟ ଏବଂ ଦୁର୍ବଳ ଅର୍ଥନୈତିକ ଅଭିବୃଦ୍ଧି। ଦ୍ୱିତୀୟଟି ହେଉଛି ଆଭ୍ୟନ୍ତରୀଣ ଜାତୀୟତାବାଦ…
ଭଦ୍ରକ,୧୯।୧(ସନାତନ ରାଉତ): ବିବାହ ପରେ ସ୍ବାମୀଙ୍କ ପ୍ରତାରଣାର ଶିକାର ହେଲେ। ବ୍ୟବସାୟ କରିବାର ଆଳ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସ୍ବାମୀ ଫେରାର ହୋଇଗଲେ।…
ନୂଆଦିଲ୍ଲୀ,୧୯ା୧: ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୭.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍ଲାଇନରେ ବଦଳାଇପାରିବେ।…
ବଲାଙ୍ଗୀର, ୧୯।୧ (ବୀରେନ୍ଦ୍ର କୁମାର ଝାଙ୍କର): ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍ଆଇବି) ନାଁରେ ଜାଲ୍ ଗୋଇନ୍ଦା ବିଭାଗ ଖୋଲି ବଲାଙ୍ଗୀର ସମେତ ଆନ୍ତଃ ରାଜ୍ୟ ସ୍ତରରେ ସକ୍ରିୟ…
ସୁନ୍ଦରଗଡ଼, ରାଜଗାଙ୍ଗପୁର,୧୯।୧(ଜୟ ନାରାୟଣ ମେଣ୍ଡୁଳି/ ରାଜଗାଙ୍ଗପୁର): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର କେ.ପି ପାଓ୍ବାର ପ୍ଲାଣ୍ଟରେ କୋଲ୍ ହପର ଭୁଶୁଡିବା ଯୋଗୁ ୩ ଶ୍ରମିକଙ୍କ…
ଢେଙ୍କାନାଳ,୧୯।୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ଘର ଭିତରେ ଛୁରି ଦେଖାଇ ହାତଗୋଡ଼…