ଭୁବନେଶ୍ୱର,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ…
ଓ୍ବାଶିଂଟନ୍,୨୧।୧: ସୋମବାର ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ଚାରି ବର୍ଷ ପରେ ଦ୍ୱିତୀୟ ଥର ପାଇଁ…
ବେଳେବେଳେ ଚୁପ୍ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି ଆବଶ୍ୟକତା…
ମୁମ୍ବାଇ,୨୧।୧: ଆକ୍ରମଣ ପରେ ସୈଫ୍ ଅଲ୍ଲୀ ଖାନ ଏବେ ସୁସ୍ଥ ହେଉଛନ୍ତି। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଖବର ଅଛି ଯେ ସୈଫ୍ଙ୍କୁ ଡିସଚାର୍ଜ ପରେ…
ମୁଲତାନ,୨୧।୧: ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମୁଲତାନରେ ଖେଳାଯାଇଥିଲା। ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୧୨୭ ରନ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ସତ୍ତ୍ୱେ,…
ଭୁବନେଶ୍ୱର,୨୧।୧: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ…
ଭୁବନେଶ୍ୱର,୨୧।୧: ‘ସୁଭଦ୍ରା’ ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି।…
କର୍ଲାମୁଣ୍ଡା:୨୧।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଜାପାଟି ଓ ରିଞ୍ଜା ଅଞ୍ଚଳରେ ସୋମବାର ରାତିରୁ ହାତୀପଲ ବୁଲଛନ୍ତି। ଏହାକୁ ସ୍ଥାନୀୟଲୋକେ ଦେଖି ଭୟଭୀତ ହେଉଚନ୍ତିି।…
ରାଜନଗର,୨୧।୧(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବା ବେଳେ ବୋଟରେ ବୁଲୁଛନ୍ତି ଇକୋରିଟ୍ରିଟ୍କୁ ଆସିଥିବା ଭିଆଇପି ପର୍ଯ୍ୟଟକ। କୁମ୍ଭୀର ଗଣନା ଯୋଗୁ ସାଧାରଣ ପର୍ଯ୍ୟଟକଙ୍କ…
ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।…