Home Left

ଦୋକାନ ଭିତରେ ପଶି ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆଖିବୁଜା ହାଣିଲେ ୭ ଜଣ, CCTVରେ କଏଦ ହେଲା ଦୃଶ୍ୟ

ବାଙ୍ଗାଲୁରୁ,୨।୬: କର୍ଣ୍ଣାଟକର କୋପ୍ପାଲ ଜିଲାରେ ଏକ ସମ୍ପତ୍ତି ବିବାଦ ନେଇ ସାତ ଜଣ ଲୋକ ଏକ ବେକେରୀ ଦୋକାନ ଭିତରେ ଜଣେ ବ୍ୟକ୍ତିଙ୍କୁ ମାଚେଟ୍ ସହିତ ହତ୍ୟା…

1 year ago

ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ

ଧର୍ମଶାଳା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର (ପପୁ) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍‌ ଯୋଗେ ଯାଜପୁର ଟାଉନ…

1 year ago

IPL 2025 ଫାଇନାଲ୍‌କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି

ନୂଆଦିଲ୍ଲୀ,୨।୬: ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଶ୍ରେୟସ ଆୟର ୮୭ ରନର ଏକ…

1 year ago

କିସ୍‌ମିସ୍‌ରେ ରହିଛି ଅନେକ ଉପକାରୀ ଗୁଣ

କିସ୍‌ମିସ୍‌ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରିଥାଏ। ଏହାବ୍ୟତୀତ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ…

1 year ago

କଲଭର୍ଟ, ରାସ୍ତା ନିର୍ମାଣ ଦାବିରେ ଗଣଧାରଣା

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଆସିକା-ଦିଗପହଣ୍ଡି ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟରାସ୍ତାରେ କଲଭର୍ଟ ଓ ଡ୍ରେନ ନିର୍ମାଣ ଦାବିରେ ଏନ୍‌ଏସି…

1 year ago

ଥାନାରେ ଖତ ଖାଉଛି ମାଳ ମାଳ ଗାଡ଼ି, ଫାଇଲପତ୍ର ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା, ୨।୬( ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଗଦା ହୋଇଛି ମାଳ ମାଳ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ମାଡି ଗଲାଣି ଗଛ ଲତା।…

1 year ago

ବିଜାଘାଟିରେ ଓଲଟିଲା ବସ୍‌, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ…

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ଜୟପୁର ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ବିଜାଘାଟିରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ଛି ଯାତ୍ରୀବାହୀ ବସ୍‌। ବସ୍‌ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ…

1 year ago

ଫୋନ୍‌ରେ ଗପି ଗପି ଟେପ୍‌ କାଟିବା ପରିବର୍ତ୍ତେ ନବଜାତକର ଆଙ୍ଗୁଳି କାଟିଦେଲେ ନର୍ସ, ହସ୍ପିଟାଲରେ ହଙ୍ଗାମା

ବେଙ୍ଗାଲୁରୁ,୨ା୬: କର୍ନାଟକର ଭେଲୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ହସ୍ପିଟାଲରେ, ଜଣେ ନର୍ସ ଅବହେଳା ଯୋଗୁ ଏକ ନବଜାତକର ଆଙ୍ଗୁଳି କାଟି…

1 year ago

କରୋନା ଫେରିବା ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ତାରିଖ ହୋଇଗଲା ସମାନ!

ନୂଆଦିଲ୍ଲୀ,୨।୬: ଦେଶରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି। ମେ ୩୧ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ କରୋନା…

1 year ago

+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି

ଭୁବନେଶ୍ୱର,୨।୬: ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି। +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଫଳରେ…

1 year ago