Home Left

ମହାରାଷ୍ଟ୍ର, ହରିୟାଣାରେ ହୋଇନାହିଁ କୌଣସି ପ୍ରକାର ହେରଫେର, ଜବାବ ଦେଲେ ଇସି

ନୂଆଦିଲ୍ଲୀ,୩୦।୧୧: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବ୍ୟାପକ ପରାଜୟ ପରେ କଂଗ୍ରେସ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି। ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…

1 year ago

୨୪ ଘଣ୍ଟାରେ ପପୁ ଯାଦବଙ୍କୁ କରାଯିବ ହତ୍ୟା, ପାକିସ୍ତାନରୁ ଆସିଛି କଲ

ପାଟନା,୩୦।୧୧: ଏକଦା ଶକ୍ତିଶାଳୀ ଥିବା ବିହାର ଏମପି ପପୁ ଯାଦବଙ୍କୁ ଏବେ ହତ୍ୟା ଧମକ ଦିଆଯାଉଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା ପୁର୍ନିଆ ଏମପି ପପୁ ଯାଦବଙ୍କ ହ୍ବାଟସ…

1 year ago

ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ରବିବାର ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ ହେବାକୁ ଯାଉଛି। ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।…

1 year ago

ଇଣ୍ଡିଆ ମେଣ୍ଟକୁ ବଡ ଝଟ୍‌କା ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୧୧: ହରିୟାଣା ଏବଂ ମହାରାଷ୍ଟ୍ରରେ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସ ପୁଣି ଥରେ ନିର୍ବାଚନ ମୋଡରେ ଅଛି। ୨୦୨୫ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ…

1 year ago

ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨

ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ…

1 year ago

ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ

ବଲାଙ୍ଗୀର,୩୦ା୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ…

1 year ago

ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୩୦ା୧୧: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ ରେଞ୍ଜ…

1 year ago

ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ,୩୦ା୧୧: ବଙ୍ଗୋପସାଗରରେ ସାଇକ୍ଲୋନ୍‌ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।…

1 year ago

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ: ଜାଣନ୍ତୁ କେତେ, କେବେଠୁ ଏହା ଲାଗୁ?

ଭୁବନେଶ୍ୱର,୩୦।୧୧: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ  ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ ଏହି…

1 year ago

କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର…

ସୁନ୍ଦରଗଡ/ହେମଗିର,୩୦।୧୧(ଜୟ ନାରାୟଣ ମେଣ୍ଡୁଳି/ଚୈତନ୍ୟ ପଟେଲ): କାର୍ଯ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲା ହେମଗିର ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼…

1 year ago