Home Left

T20 World Cup 2026ର ପ୍ଲାନ ହେଲା ଲିକ୍‌! ଅହମଦାବାଦରେ ହେବ ଫାଇନାଲ, ପାକିସ୍ତାନ ଏଇଠି ଖେଳିବ..

ନୂଆଦିଲ୍ଲୀ,୬।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

2 months ago

‘ଘରବାହୁଡ଼ା’ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ପୁଣି ଛାଡିଲେ ବିଜେଡି, ଦ୍ୱିତୀୟଥର ପାଇଁ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୬।୧୧: ଯାଜପୁର ଜିଲା ରାଜନୀତିରେ ପୁଣିଥରେ ଦଳ ଡିଆଁ ଏବଂ ‘ଘରବାହୁଡ଼ା’ ନାଟକ ଦେଖିବାକୁ ମିଳିଛି। ପୂର୍ବରୁ ଥରେ ବିଜେଡି ଛାଡ଼ି ଭାଜପା ଯାଇ ପୁଣି ୧୧…

2 months ago

ବିବାହରେ ଆଉ ବାଜିବନି ବାଜା, ଫୁଟିବନି ବାଣ…, ମାତ୍ର ୧୫ ଜଣ ଅତିଥିରେ ହେବ ବିବାହ! ଏବେ ଏହି ନୂଆ ବିବାହ ଟ୍ରେଣ୍ଡ ହେଉଛି ଭାଇରାଲ

ଇନ୍ଦୋର,୬।୧୧: ଆଜିକାଲି ବିବାହ ବେଶ ଆଡ଼ମ୍ବର, ଅତ୍ୟଧିକ ଖର୍ଚ୍ଚ ଏବଂ ଶବ୍ଦ ବହୁଳ ହୋଇଗଲାଣି। ଲୋକମାନେ ଡିଜେ, ବ୍ୟାଣ୍ଡ, ଭବ୍ୟ ସାଜସଜ୍ଜା ଏବଂ ଭୋଜିରେ ଲକ୍ଷ ଲକ୍ଷ…

2 months ago

ହାଇୱା ଧକ୍କାରେ ନାବାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଧର୍ମଶାଳା,୬।୧୧(ଶିବପ୍ରସାଦ ମହାନ୍ତି) : ଯାଜପୁର ଜିଲା ଧର୍ମଶାଳା ଥାନା ତେଲୋର ଛେଳିଆପଦା ନିକଟରେ ହଇୱା ଧକ୍କାରେ ଗାଁର ଗଣେଶ୍ୱର ଘଡେଇଙ୍କ ପୁଅ ଆୟୁଷଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ…

2 months ago

ନୂଆପଡ଼ାରେ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା,୬ା୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ୍‌ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

2 months ago

ଭିଜିଲାନ୍ସ ଜାଲରେ ସାମାଜିକ ସୁରକ୍ଷା ଅଧିକାରୀ, ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଥିବାବେଳେ…

କେନ୍ଦୁଝର,୬।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ…

2 months ago

ଯେଉଁ ମହିଳାଙ୍କ ଫଟୋ ଦେଖାଇଥିଲେ ରାହୁଲ, ସେ ଏବେ ମିଳିଗଲେ

ନୂଆଦିଲ୍ଲୀ,୬।୧୧: ରାହୁଲ ଗାନ୍ଧୀ ହରିୟାଣାର ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି। ଏହି ବିବାଦ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଖାଯାଇଥିବା…

2 months ago

ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ପାଟନା,୬।୧୧: ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରେ ଲଖିସରାଇରେ ଆକ୍ରମଣ ହୋଇଥିଲା। ସିହ୍ନା ନିର୍ବାଚନ ପ୍ରଚାର ପାଇଁ ସେହି ଅଞ୍ଚଳ ଦେଇ ଯାଉଥିବା ସମୟରେ…

2 months ago

ନୂଆପଡାରେ ପ୍ରଚାରବେଳେ ନବୀନଙ୍କୁ ଏ କ’ଣ କହିଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଶୁଣିଲେ…

ନୂଆପଡା, ୬।୧୧: ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।…

2 months ago

୩ ବନ କର୍ମଚାରୀଙ୍କୁ ନିଲମ୍ବନ କଲା ବନ ବିଭାଗ

ବାରିପଦା,୬ା୧୧: ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି। ହାତୀ ମୃତ୍ୟୁ ଘଟଣାରେ ଏହି ୩ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସୂଚନାନୁଯାୟୀ,…

2 months ago