Home Left

ସେନା ଡାକ୍ତରଙ୍କ ଅବିଶ୍ୱସନୀୟ ସାହାଯ୍ୟ: ହେୟାର କ୍ଲିପ୍, ପକେଟ୍ ଛୁରୀରେ ରେଳ ପ୍ଲାଟଫର୍ମରେ ହେଲା ଶିଶୁକନ୍ୟାର ଜନ୍ମ

ଝାନ୍ସୀ,୬ା୭: ଝାନ୍ସୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ଅବିଶ୍ୱସନୀୟ ଘଟଣାରେ ଜଣେ ଯୁବ ସେନା ଡାକ୍ତର ହେୟାର କ୍ଲିପ୍ ଓ ପକେଟ୍ ଛୁରୀ ବ୍ୟବହାର କରି ଜଣେ…

1 year ago

ଟ୍ରାଫିକ ପୋଲିସ ସାଜିଲେ ସିଦ୍ଧାନ୍ତ ମହାପାତ୍ର, ଅମାନିଆ ଚାଳକଙ୍କ ସହ କଲେ ଏମିତି

ଭୁବନେଶ୍ୱର,୬ା୭: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ…

1 year ago

ବିନିକାରେ ବାହୁଡ଼ାଯାତ୍ରାରେ ଅଘଟଣ: ରଥରେ ଚାପି ହୋଇ ୬ ଆହତ, ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ

ବିନିକା,୬ା୭: ବିନିକା କଂସାରୀପଡ଼ାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ରଥରେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି।…

1 year ago

କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର

ନୂଆପଡ଼ା,୬ା୭(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ଅଧୀନସ୍ଥ ଶିଲଭା ପଞ୍ଚାୟତ ପଟପରପାଲି ଗାଁରେ ରବିବାର କୁକୁଡ଼ା ଫାର୍ମ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା…

1 year ago

ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା

ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଯାଜପୁରରେ ମହାମାରୀ ହଇଜାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥଥିବାାବେଳେ ଏହାକୁ ନେଇ ସରକାର ଓ ପ୍ରଶାସନର ନିଦ ହଜିଯାଇଛି। ଏହି ଘଟଣା ଲୋକଙ୍କ…

1 year ago

ଜବରଦସ୍ତ ସରକାରୀ ଯୋଜନା! କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ

ନୂଆଦିଲ୍ଲୀ,୬।୭: କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍‌ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍‌ ଟଙ୍କା ଯୋଗଦାନ କରି…

1 year ago

ମୃତ ଶିଶୁ ପ୍ରସବ ପରେ ମା’ର ମୃତ୍ୟୁ: ନର୍ସିଂହୋମ୍‌ରେ ଉତ୍ତେଜନା

କେନ୍ଦ୍ରାପଡ଼ା,୬ା୭: କେନ୍ଦ୍ରାପଡ଼ା ଜିଲାର ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଟାଉନ ଥାନା ବଳଗଣ୍ଡିସ୍ଥିତ ଏକ ନର୍ସିଂହୋମ୍‌ରେ ପ୍ରସୂତି ଜଣକ…

1 year ago

ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ

ନୂଆପଡ଼ା,୬ା୭ (ମକାରୁ ବେମାଲ)-ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଜିଲା ରାଜସ୍ବ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

1 year ago

ନିୟମ ଭାଙ୍ଗିଲେ ଗିଲ? ବର୍ମିଂହାମ ଟେଷ୍ଟରେ ଅଧିନାୟକ ଏଭଳି କରିବାକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୬।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ପ୍ରଥମ ଇନିଂସରେ ଦ୍ୱିଶତକ ଏବଂ ଦ୍ୱିତୀୟ ଇନିଂସରେ ଶତକ ମାରି ଇତିହାସ ରଚିିଛନ୍ତି। କିନ୍ତୁ…

1 year ago

ଦିଗପହଣ୍ଡିରେ ମାଡ଼ିଲା ହଇଜା, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ…

ଦିଗପହଣ୍ଡି,୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଗାଁ ଉସ୍ତପଲ୍ଲୀ ଗାଁରେ ହଇଜା ପ୍ରଭାବରେ ୧୦ରୁ ଊଦ୍ଧର୍‌ବ…

1 year ago