କରାଚି,୧।୩: ରାସି ଭାନ ଡେର ଡୁସେନ ଏବଂ ହେନରିଚ କ୍ଲାସେନଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଚାମ୍ପିଅନ୍ସ ଟ୍ରଫି…
ନୂଆଦିଲ୍ଲୀ,୧।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ଶୁକ୍ରବାର ହିମସ୍ଖଳନ ଯୋଗୁ ୫୫ଜଣ ଶ୍ରମିକ ବରଫ ଅତଡ଼ା ତଳେ ପୋତିହୋଇ ପଡ଼ିଥିବାବେଳେ ଶନିବାର ସୁଦ୍ଧା ସେମାନଙ୍କ…
ଇସଲାମାବାଦ,୧।୩: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସଂଖ୍ୟାଲଘୁ ଅହମଦିଆ ସମ୍ପ୍ରଦାୟର ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଲୋକମାନଙ୍କୁ ‘ଶୁକ୍ରବାର ନମାଜ’ ପାଠ କରିବାରୁ ଗିରଫ କରାଯାଇଛି, ଯାହା…
ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): ଦିନକୁ ଦିନ କଳାହାଣ୍ଡି ଜିଲା ତଥା ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଧିବାସୀ ଗରିବ ଖଟିଖିଆ ଦିନମଜୁରିଆ ନିଜ ପରିବାର ପ୍ରତିପୋଷଣ…
ଇସଲାମାବାଦ,୩।୧: ୨୮ ଫେବୃଆରୀ, ୨୦୨୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ମଧ୍ୟରେ ବଡ଼ ବିତର୍କ…
ପାଟଣା,୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଶିବ ନାରାୟଣପୁର ଶାସନର ଯୁବ କଣ୍ଠଶିଳ୍ପୀ ଶ୍ରୀତମ ପଣ୍ଡା(୨୫) ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ…
ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ୍ ଧକ୍କା ଦେଇ…
କୋରୁକୋଣ୍ଡା,୧ା୩(ଶିବଦତ୍ତ ସାହୁ): ଖରା ଆରମ୍ଭରୁ ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ଜଳ ସଙ୍କଟ। ଦୀର୍ଘବର୍ଷ ହେଲା ବିଭିନ୍ନ ସ୍ଥାନରେ ଅଚଳ ହୋଇପଡିଛି ସୌର ପ୍ରକଳ୍ପ। ଗଁରେ…
ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ଜହ୍ନେଇ ନାଳ ପୋଲରେ ଶନିବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ୍…
ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଏକ ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେଉଛି। ଗୋଟିଏ ପଟେ, ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ପାକିସ୍ତାନର କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ…