Home Left

ବଡ଼ ଧରଣର ଏନ୍‌କାଉଣ୍ଟର: ଟଳି ପଡିଲେ ୬ ହାର୍ଡକୋର ମାଓବାଦୀ

ରାୟପୁର,୧୮।୭: ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡ଼ରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବସ୍ତର ଆଇଜି…

1 year ago

ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିବା କଳାକାରଙ୍କୁ ….

କେସିଙ୍ଗା,୧୮ା୭ (ତୁମେଶ୍ୱର ସାହୁ)- ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିବା କଳାହାଣ୍ଡି ଜିଲା ଅଗ୍ରଣୀ ବିଏସ୍‌ଏ ଅନୁଷ୍ଠାନର କଳାକାରଙ୍କୁ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ…

1 year ago

ଚେତିଲେ ସରକାର: ସମସ୍ତ ଶିକ୍ଷାନୁଷ୍ଠାନକୁ କଡ଼ା ନିର୍ଦ୍ଦେଶ, ମହିଳା ସହାୟତା ନଂ ୧୮୧ ତୁରନ୍ତ…

ଭୁବନେଶ୍ୱର,୧୮।୭: ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଚହଳ ପଡ଼ିଥିବା ବେଳେ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ଏହି…

1 year ago

ଟୀକାନେଇ ୬ ଛାତ୍ରୀଛାତ୍ର ଗୁରୁତର:  ତଦନ୍ତ କଲେ ଏବିଇଓ, ସିଆରସିସି 

ଦାରିଙ୍ଗବାଡି, ୧୮।୭ (ଅରୁଣ ସାହୁ): ଟୀକାନେଇ ୬ ଛାତ୍ରୀଛାତ୍ର ଗୁରୁତର ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜିଲା ଶିକ୍ଷାଧିକାରୀ ରାଜେଶ…

1 year ago

ଦାୟିତ୍ୱ ମିଳିବା ପରେ ସମସ୍ୟା ବୁଝିବାକୁ ଆସିଥିଲେ ଏମ୍‌ପିଙ୍କ ପ୍ରତିନିଧି, ମିଳିଲା…

ପୁରୁଷୋତ୍ତମପୁର,୧୮।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଲାଗି ଆସିକା ଏମପିଙ୍କ ପ୍ରତିନିଧି ରୂପେ ଅନିଲକୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଏ ଥିନେଇ ଏମ୍‌ପି ଅନିତା ସୁଭଦର୍ଶନୀ…

1 year ago

ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ସିଡିପିଓ, ଆଶାକର୍ମୀଙ୍କୁ ଦାୟୀ କରି…

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟଣାର ତଦନ୍ତ…

1 year ago

ବିଜେଡି-କଂଗ୍ରେସ ସମୟରେ କ’ଣ ହେଉଥିଲା ଓଡ଼ିଶାବାସୀ ଜାଣିଛନ୍ତି: ଜୟନାରାୟଣ

ଭୁବନେଶ୍ୱର,୧୯।୭: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସିଲଭର୍‌ ମେଡାଲ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କହି ବିରୋଧୀଙ୍କୁ…

1 year ago

‘ଲାଲ ଡାଏରୀ’ ଖୋଲିବ ଚାଙ୍ଗୁର ବାବାଙ୍କ ଯୌନ କେଳେଙ୍କାରୀ!

ଲକ୍ଷ୍ନୌ,୧୭।୮: ଧର୍ମାନ୍ତରୀକରଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ (ATS) ଦ୍ୱାରା…

1 year ago

ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲାପାଳ

ନୂଆପଡ଼ା,୧୮ା୭(ମକାରୁ ବେମାଲ): ନୂଆପଡ଼ା ସାହାଜଟ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲାପାଳ।…

1 year ago

ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା

ନିମାପଡ଼ା,୧୮ା୭(ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ଅଞ୍ଚଳରେ ଏବେ କୁକୁଡ଼ା ମଡ଼କ ଯୋଗୁ ବାର୍ଡ ଫ୍ଲୁ ସଂକ୍ରମଣର ଆଶଙ୍କା କରାଯାଉଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅଁ-ଖଣ୍ଡାସାହି ମାଇନର କେନାଲ୍‌ ବନ୍ଧ…

1 year ago