Home Left

ପାକିସ୍ତାନୀ ଖେଳାଳିଙ୍କ ଉପରେ ଲାଗିଲା ‘ବ୍ୟାନ୍‌’, ଚାମ୍ପିଅନ୍ସ ଟ୍ରଫି ହାରିବା ପରେ ଏହି ବଡ଼ ଲିଗ୍‌ରୁ…

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଲିଗ ‘ହଣ୍ଡ୍ରେଡ ଡ୍ରାଫ୍ଟ’ରେ ଜଣେ ବି ପାକିସ୍ତାନୀ ଖେଳାଳି ବିକ୍ରି ହୋଇନାହାନ୍ତି। ଏହି ଲିଗ୍‌ ଲାଗି ୪୫ ଜଣ ଖେଳାଳି ସେମାନଙ୍କ ନାମ ଦେଇଥିଲେ।…

1 year ago

ଆଶାବାଡ଼ି ଧରି ପଡ଼ିଆରେ ପହଞ୍ଚିଲେ ରାହୁଲ ଦ୍ରାବିଡ: ଖେଳାଳି ଆଶ୍ଚର୍ଯ୍ୟ, ସମସ୍ତେ କରୁଛନ୍ତି ବାଃ ବାଃ

ନୂଆଦିଲ୍ଲୀ,୧୩।୩: ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ଦ୍ରାବିଡ ତାଙ୍କ ବ୍ୟାଟିଂ କୌଶଳ…

1 year ago

ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ

ସୁନ୍ଦରଗଡ଼,୧୩ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରୁ ମା’ ସମଲେଶ୍ବରୀ ଘରୋଇ ବସ୍‌ ସୁନ୍ଦରଗଡ଼କୁ ଆସୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତେଲେନଡ଼ିହିରେ ସାମ୍ନା…

1 year ago

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିବେ ନା ସାମିଲ ହେବେ ରୋହିତ ଶର୍ମା, ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୩: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। କିନ୍ତୁ ଏବେ ସେ ତାଙ୍କର ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ରୋହିତ ଅଭିଷେକ…

1 year ago

କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଝରିଗାଁ,୧୩ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ବେକରେ ଓଢ଼ଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ସିଉନାଗୁଡ଼ା…

1 year ago

EOW ଅଫିସରେ ରାଜା ଚକ୍ର, କହିଲେ ନ୍ୟାୟପାଳିକା ଉପରେ…

ଭୁବନେଶ୍ୱର,୧୩ା୩: ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ବିଜେଡି ନେତା ରାଜା ଚକ୍ର ଗିରଫ ହେବା ପରେ ଗୁରୁବାର ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି। କୋର୍ଟ ଚାଲାଣ ପୂର୍ବରୁ…

1 year ago

କର୍ମଚାରୀଙ୍କ ମୂଲ୍ୟାଙ୍କନ ପଦ୍ଧତିରେ ପରିବର୍ତ୍ତନ ଆଣିବ SEBI: ଏଣିକି ପରିମାଣ ନୁହେଁ, ଗୁଣବତ୍ତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧୩।୩: ମାର୍କେଟ୍‌ ରେଗୁଲେଟର SEBI ତାର କର୍ମଚାରୀଙ୍କ ବାର୍ଷିକ ମୂଲ୍ୟାଙ୍କନରେ ଡିଜିଟାଲ ପରିଚାଳନା ସୂଚନା ପ୍ରଣାଳୀ (MIS)କୁ KRA (ମୁଖ୍ୟ ଫଳାଫଳ କ୍ଷେତ୍ର) ରୁ ପୃଥକ କରିବାକୁ…

1 year ago

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ…

1 year ago

ବେଆଇନ ବନ୍ଧୁକ କାରଖାନା ଠାବ, ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କୋଲକାତା ପୋଲିସ

କଟକ ସଦର,୧୩ା୩(ସୁଶାନ୍ତ କୁମାର ଜେନା): କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍‌ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଗୁରୁବାର…

1 year ago

ପତ୍ନୀଙ୍କୁ ଭରଣପୋଷଣ ନ ଦେବା ଲାଗି ସ୍ୱାମୀ ଚାକିରି ଛାଡିବା ସଭ୍ୟ ସମାଜରେ ପ୍ରଶଂସାଯୋଗ୍ୟ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ, ୧୩।୩: ଓଡ଼ିଶା ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଜଣେ ଯୋଗ୍ୟ ସ୍ୱାମୀ, ଯିଏ ତାଙ୍କ ସ୍ତ୍ରୀଙ୍କୁ ଭରଣପୋଷଣରୁ ବଞ୍ଚିତ କରିବା ପାଇଁ ଚାକିରି ଛାଡି ବେକାର…

1 year ago