Home Left

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମସ୍ତ ସାତଟି ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ

ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ…

1 year ago

ସରକାରୀ ଟଙ୍କା ଆତ୍ମସାତ: ନିଲମ୍ବିତ ହେଲେ ପିଇଓ, ଜିଆରଏସ୍‌

ବାଲିଗୁଡ଼ା,୧ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ବ୍ଲକ୍‌ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଟଙ୍କା ଆତ୍ମସାତ ଘଟଣାରେ କନ୍ଧମାଳ ଜିଲାପାଳଙ୍କ ଛାଟ ବାଜିଛି। କୋଟଗଡ଼ ବ୍ଲକରେ…

1 year ago

ପୁଣି କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର,୧।୬: ପୁଣି ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍‌. ଦିଲ୍ଲୀପ କୁମାର…

1 year ago

ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…

ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି…

1 year ago

PF ଆକାଉଣ୍ଟରୁ କେଉଁ କାମ ପାଇଁ କେତେ ଟଙ୍କା ଉଠାଇ ପାରିବେ ଜାଣନ୍ତୁ ସବିଶେଷ ତଥ୍ୟ…

ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ଲୋକଙ୍କର PF ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨% PF ଆକାଉଣ୍ଟରେ ଜମା କରାଯାଏ ଏବଂ କମ୍ପାନୀ ମଧ୍ୟ ସମାନ ଅବଦାନ…

1 year ago

ରୁଷିଆକୁ ବଡ ଝଟକା ଦେଲା ୟୁକ୍ରେନ: ଡ୍ରୋନ୍ ମାରି ଧ୍ବଂସ କଲା ୪୦ଟି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧ା୬: ୟୁକ୍ରେନ ରୁଷିଆର ଚାରୋଟି ପ୍ରମୁଖ ବାୟୁସେନା ଘାଟି ଉପରେ ଏକ ବଡ ଡ୍ରୋନ୍ ଆକ୍ରମଣ କରିଛି, ଯେଉଁଥିରେ ୪୦ରୁ ଅଧିକ ରୁଷୀୟ ଯୁଦ୍ଧ ବିମାନ ଧ୍ୱଂସ…

1 year ago

ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଲୋକଙ୍କୁ ଚକ୍‌ମା ଦେଇ ଠକୁଥିଲେ, ବନ୍ଧା ହେଲେ ୫

ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍‌ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ…

1 year ago

ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍‌ ଠାବ

ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ,…

1 year ago

ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ…

1 year ago

ଫରେଷ୍ଟ କମିଶନ ଗଠନ ଦାବି ନେଇ ଏକାଠି ହେଲେ ବନ କର୍ମଚାରୀ

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ବ୍ରହ୍ମପୁର ଜୋନ୍‌ ପକ୍ଷରୁ ରବିବାର ଭଞ୍ଜନଗର ଲାଲସିଂ ନର୍ସରୀ ପରିସରରେ ଏକ ବୈଠକ ହୋଇଥିଲା। ସଭା…

1 year ago