Home Left

ଶନିବାରରୁ ଫେରି ନ ଥିଲେ ଘରକୁ: ରାସ୍ତାରୁ ମିଳିଲା ଫଳ ଦୋକାନୀଙ୍କ ମୃତଦେହ

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଛକ-ହସ୍ପିଟାଲ ରାସ୍ତା ପାର୍ଶ୍ବ ଡ୍ରେନ କଡ଼ରୁ ରବିବାର ସକାଳୁ ସ୍ଥାନୀୟ ଜଣେ ଫଳ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ…

1 year ago

ସୁଟକେସ୍‌ରୁ ମିଳିଲା ୯ ବର୍ଷର ନାବାଳିକାଙ୍କ ମୃତଦେହ, ଆଘାତ କହୁଛି ବଳାତ୍କାର ପରେ ହତ୍ୟାର ନିର୍ମମ କାହାଣୀ…

ନୂଆଦିଲ୍ଲୀ,୮।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯…

1 year ago

ଗୋଡାଳ ଛକରେ ଜୋରଧରିଲା ଫ୍ଲାଏଓଭର ନିର୍ମାଣ ଦାବି

ନୂଆପଡ଼ା,୮ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ସହର ଗୋଡାଳ ନିକଟ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ଓ୍ବେର ବ୍ୟସ୍ତବହୁଳ ଗୋଡାଳ ଛକରେ ସଦାସର୍ବଦା ବିପଦ ଲାଗିରହୁଛି। ଏହାକୁ…

1 year ago

ଶାହିଦ ଆଫ୍ରିଦିଙ୍କ ପରଲୋକ, କରାଚିରେ ଦିଆଗଲା କବର? ପାକିସ୍ତାନୀ ଗଣମାଧ୍ୟମର Videoକୁ ନେଇ ହଇଚଇ…

ଇସଲାମାବାଦ,୮।୬: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାହିଦ ଖାନ ଆଫ୍ରିଦିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମର ଏକ…

1 year ago

ପଲିଥିନ, ପ୍ଲାଷ୍ଟିକ୍‌ ପରିବେଶ ଧ୍ୱଂସର କାରଣ

ନୂଆପଡ଼ା,୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା ହେବ ସ୍ବଚ୍ଛ ଓ ସୁନ୍ଦର। ବିଶ୍ବ ପରିବେଶ ଦିବସ ଅବସରରେ ଏହାକୁ ନେଇ ଏକ କର୍ମଶାଳା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

1 year ago

ଦେଶ ଏକ, ଶିକ୍ଷା ଅନେକ

ଆମ ଦେଶରେ ଶିକ୍ଷା ଏକ ଯୁଗ୍ମ ତାଲିକାଭୁକ୍ତ ବିଷୟ। ତେଣୁ ଏହା ଉଭୟ ରାଜ୍ୟ ଓ କେନ୍ଦ୍ରର ନିୟନ୍ତ୍ରଣାଧୀନ। କେନ୍ଦ୍ରରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଅଛି, ରାଜ୍ୟ…

1 year ago

ଗୁପ୍ତଚର ବୃତ୍ତି ଓ ବିଶ୍ୱାସଘାତକତା

ପ୍ରାଚୀନ ରାଜତନ୍ତ୍ରରେ ରାଜା ଗୁପ୍ତଚର ମାଧ୍ୟମରେ ତଥ୍ୟ ସଂଗ୍ରହ କରି ରାଜ୍ୟର ବାସ୍ତବ ସ୍ଥିତି ସମ୍ବନ୍ଧରେ ଅବଗତ ହେଉଥିଲେ ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ବେଳେବେଳେ…

1 year ago

ପ୍ରଳୟର ନିକଟତର

ବିପଜ୍ଜନକ ପ୍ରଯୁକ୍ତି ମାଧ୍ୟମରେ ମଣିଷ କେତେ ଶୀଘ୍ର ପୃଥିବୀକୁ ଧ୍ୱଂସ କରିବା ପାଇଁ ଯାଉଛି ସେ ସମ୍ପର୍କରେ ସତର୍କ କରିଦିଏ ଡୁମ୍ସଡେ କ୍ଲକ୍‌ ବା ପ୍ରଳୟ ଘଡ଼ି।…

1 year ago

ଡାର୍କ ପାଟର୍ନ କ’ଣ? ଯେଉଁଥିରୁ ଇ-କମର୍ସ ପ୍ଲାଟ୍‌ଫର୍ମ ମୁକ୍ତ ହେବାକୁ ‘ସିସିପିଏ’ ଜାରି କଲା ଆଡ୍‌ଭାଇଜରି…

ନୂଆଦିଲ୍ଲୀ, ୮।୬: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସମସ୍ତ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକୁ ବିଭ୍ରାନ୍ତିକର ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସରେ ଲିପ୍ତ ନ ରହିବା ପାଇଁ…

1 year ago

ୟୁକେରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୭ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଟିମ୍‌ ଇଣ୍ଡିଆ ଶନିବାର ୟୁକେରେ ପହଞ୍ଚିଛି। ଏହି…

1 year ago