Home Left

ଓମିନିକୁ ଧକ୍କା ଦେଲା ହାଇୱା; ୨ ମୃତ , ୪ ଗୁରୁତର

କୋଇଡ଼ା,୪।୭: କୋଇଡ଼ା ଥାନା ଏରିଆନ ଛକ ନିକଟରେ ଗୁରୁତର ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ହାଇୱା ଏକ ଓମିନି କାରକୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଘଟଣାରେ…

12 months ago

କେମିତି ହେବ ପାଇପ୍‌ ମରାମତି …

ନୂଆପଡ଼ା,୪୭ (ମକାରୁ ବେମାଲ) ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ା ଆନୁକୂଲ୍ୟରେ ଗୁରୁବାର ୩୦ ଦିନିଆ ପାଣି ପାଇପ୍‌ ମରାମତି ପ୍ରଶିକ୍ଷଣ ଶିବିର…

12 months ago

ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୪।୭ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।…

12 months ago

୭ରେ ପ୍ରକାଶ ପାଇବ B.Ed, M.Ed ଉତ୍ତର: ପ୍ରତିଟି ପ୍ରଶ୍ନ ପାଇଁ ଦେବାକୁ ପଡ଼ିବ ୨୦୦ ଟଙ୍କା

ଭୁବନେଶ୍ୱର,୪।୭(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌ ଏବଂ ବି.ଏଚ୍‌.ଏଡ୍‌ ପ୍ରବେଶିକା ପରୀକ୍ଷା-୨୦୨୫ର ସାମୟିକ ଉତ୍ତର ପ୍ରକାଶନ ବା ଆନ୍‌ସାର୍‌ କି’ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ।…

12 months ago

ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି ବୋହି…

12 months ago

ଜନଗହଳିରେ ଶିଶୁଙ୍କ ସୁରକ୍ଷା

ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ ପିଲାମାନଙ୍କ…

12 months ago

ଭବିଷ୍ୟତର ଇରାନ୍‌

ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଇସ୍ରାଏଲ ଓ ଆମେରିକା ବିରୋଧରେ ଇରାନ୍‌ର ୧୨ ଦିନିଆ ଯୁଦ୍ଧ ସବୁ ପକ୍ଷକୁ ବିଜୟୀ ଘୋଷଣା କରିବାକୁ ସୁଯୋଗ ଦେଇଛି। ଇସ୍‌ଲାମିକ…

12 months ago

ହାଇ ବ୍ଲଡ ପ୍ରେସର ହେଉ ବା ଡାଇବେଟିସ ସବୁକୁ ଦୂରେଇ ଦିଏ ଏହି ବୃକ୍ଷର ଔଷଧୀ ଗୁଣ

ଅର୍ଜୁନ ଗଛ ଏକ ମୂଲ୍ୟବାନ ଔଷଧୀୟ ଗଛ। ଏହା ସାଧାରଣତଃ ରାସ୍ତା କଡ଼ରେ, ଜଙ୍ଗଲରେ, ପାର୍କରେ ଏବଂ ଘର ଚାରିପାଖରେ ମିଳିଥାଏ। ଏହି ଗଛର ପ୍ରତ୍ୟେକ ଅଂଶର…

12 months ago

ଭାଜପା ନେତା ଜଗନ୍ନାଥଙ୍କ ଗିରଫ ପରେ ଆନ୍ଦୋଳନରୁ ହଟିଲା OAS ସଂଘ

ଭୁବନେଶ୍ୱର,୩।୭: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର…

12 months ago

ଧାରଣା ଦେଲେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ, ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ୱର,୩ା୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଗୁରୁବାର ରାତିରେ ଭୁବନେଶ୍ୱରର ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ କରି ଜୋରଦାର…

12 months ago