Home Left

ସହପାଠୀଙ୍କ ସହ ବନ୍ଧୁତା ପରେ ଅଶ୍ଳିଳ ଫଟୋ ଉଠାଇ ଭାଇରାଲ କରିବା ଧମକ ଦେଉଥିଲେ, ଯୁବକଙ୍କୁ ବାନ୍ଧିଲା… 

ବୈଶିଙ୍ଗା,୨୪।୭(ରତନ ଦାଶ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ…

11 months ago

ଅଗଷ୍ଟ ମାସରୁ ଆରମ୍ଭ ହେବ ଏସବୁ ରାଶିର ଗୋଲ୍ଡେନ୍‌ ଟାଇମ୍‌; ପଦୋନ୍ନତିର ସୁଯୋଗ ସାଙ୍ଗକୁ ଧନବର୍ଷା, ଜାଣନ୍ତୁ ମାସିକ… 

ଆଉ ସପ୍ତାହେ ପରେ ଆରମ୍ଭ ହେବ ଅଗଷ୍ଟ ମାସ। ଗ୍ରହ, ନକ୍ଷତ୍ରମାନଙ୍କ ସ୍ଥିତି ହିସାବରେ ଏହି ମାସରେ କିଛି ରାଶିଙ୍କ ଭାଗ୍ୟ ଚମକିପାରେ। ଆକସ୍ମିକ ଧନ ଲାଭ…

11 months ago

ଉପରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି କି ଗୁଲାମ ନବି ଆଜାଦ? ଏହାର ଜବାବ ନିଜେ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ସଭାପତି ଗୁଲାମ ନବି ଆଜାଦ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମକୁ ନେଇ ଚାଲିଥିବା…

11 months ago

ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତି ଜୋରଦାର କଲାଣି ଚାଇନା, ଜଣାପଡିଲା ଡ୍ରାଗନର ଚାଲାକି

ନୂଆଦିଲ୍ଲୀ/ବେଜିଂ,୨୪।୭: ଗୋଟିଏ ପଟେ ଚାଇନା ଭାରତ ସହିତ ସମ୍ପର୍କ ସ୍ବାଭାବିକ କରିବା କଥା କହୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତ ହେଉଛି। ସାମ୍ପ୍ରତିକ…

11 months ago

BMC ଯନ୍ତ୍ରୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ଘରୁ ହରିଣ ଶିଙ୍ଗ ମିଳିବା ପରେ ବଢିଲା ଅଡୁଆ

ଭୁବନେଶ୍ୱର,୨୪।୭: BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ୧୪୮% ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୧୪୮% ଅଧିକ ସମ୍ପତ୍ତି ଠୁଳ ପାଇଁ ଭିଜିଲାନ୍ସ ଗିରଫ…

11 months ago

କଳାବଜାରୀ ଅଭିଯୋଗ ପରେ ସାର ଦୋକାନରେ ପଶିଲା କୃଷି ବିଭାଗର ସ୍ବତନ୍ତ୍ର ଟିମ, ଚଢା ଦରରେ ବିକ୍ରି କଲେ…

ପଦ୍ମପୁର,୨୪।୭ (ପ୍ରଦୀପ୍ତ ଦାଶ ): ପଦ୍ମପୁର ବ୍ଳକ ଅଞ୍ଚଳରେ ସାରକୁ ବେଆଇନ ଗଚ୍ଛିତ ରଖିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ ହେବା ପରେ…

11 months ago

ଭାରତ-ବ୍ରିଟେନ ଡିଲ୍‌କୁ ନେଇ ମଦ୍ୟପଙ୍କ ପାଇଁ ଖୁସି ଖବର, କପଡା-ଜୋତା ବି ହେବ ଶସ୍ତା, ଜାଣନ୍ତୁ FTAର କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁକ୍ତରାଜ୍ୟ (ୟୁକେ) ଗସ୍ତ ସମୟରେ, ଭାରତ ଗୁରୁବାର (ଜୁଲାଇ ୨୪, ୨୦୨୫) ଦିନ ବ୍ରିଟେନ ସହିତ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ…

11 months ago

ମନ୍ଦିରରୁ ଚୋରି କରିନେଇଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ) : ଗତ ୧୬ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ…

11 months ago

ଜେଲରୁ ବାହାରିଲେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ, ପୁଣି ହେବ ବଡ଼ ଆନ୍ଦୋଳନ! କହିଲେ…

ଭୁବନେଶ୍ୱର,୨୪।୭: ଡ୍ରାଇଭର ଆନ୍ଦୋଳନ ସମୟରେ ୧୩ ତାରିଖରେ ଗିରଫ ହୋଇ ଜେଲ ଯାଇଥିବା ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଜେଲରୁ ବାହାରିଛନ୍ତି। ତେବେ ଓଡ଼ିଶା ଡ୍ରାଇଭର…

11 months ago

ରାଜଦ୍ରୋହ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ମୁଖ୍ୟ ବିଚାରପତି, ଜାଣନ୍ତୁ ହାସିନାଙ୍କ ସହ କ’ଣ ରହିଛି ସମ୍ପର୍କ

ଢାକା,୨୪।୭: ପୂର୍ବତନ ବାଂଲାଦେଶ ବିଚାରପତି ଏବିଏମ ଖୈରୁଲ ହକଙ୍କୁ ଢାକା ପୋଲିସ ଗିରଫ କରିଛି। ହକଙ୍କ ବିରୋଧରେ ଦେଶଦ୍ରୋହ ସମେତ ତିନୋଟି ଅପରାଧିକ ମାମଲାରେ ମାମଲା ରୁଜୁ…

11 months ago