Home Left

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର ବାହାରେ…

7 years ago

ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା

ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଆରଜେଡି…

7 years ago

ଛୁଆ ରୋଗୀଣା ଥିବାରୁ ୪ ମହଲା କୋଠାରୁ ଫୋପାଡି ମାରିଦେଲେ ମା’

ଲକ୍ଷ୍ନୌ,୨୩।୭: ଦୁନିଆ କ’ଣ ଜାଣିବା ପୂର୍ବରୁ ନିଜ ମା’ ପାଇଁ ମୃତ୍ୟୁକୁ ଅପଣାଇ ନେଇଛି ଜଣେ ୩ ମାସର ଶିଶୁ। ନିଜ ୩ ମାସ ଶିଶୁ ପୁତ୍ରର…

7 years ago

ମହାଦେବଙ୍କ ରୂପରେ ନଜର ଆସିଲେ ତେଜପ୍ରତାପ

ପାଟନା,୨୩।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଆରା ରୂପରେ ଦେଖିବାକୁ ମିଳିଛି। ଶ୍ରାବଣ ମାସର…

7 years ago

ଭାଇଚାରାର ନିଆରା ଉଦାହରଣ: ଶିବ ଭକ୍ତଙ୍କୁ ତୁଳସୀ ଗଛ ବାଣ୍ଟିଲେ ମୁସଲମାନ ସମ୍ପ୍ରଦାୟ ଲୋକେ

ଚଣ୍ଡିଗଡ, ୨୩।୭: ଚଣ୍ଡିଗଡରେ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସେକ୍ଟର ୩୨ରେ ଥିବା ସନାତନ ମନ୍ଦିରରେ ଭଗବାନ…

7 years ago

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ ମୋଦି…

7 years ago

ଅଢେଇ ବର୍ଷରେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି

ୱାଶିଂଟନ, ୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭେଟିଥିଲେ। ଏହି ସମୟରେ କଶ୍ମୀର ସମସ୍ୟା ଉଠିଥିଲା। ଟ୍ରମ୍ପ କହିଥିଲେ, ଭାରତର…

7 years ago

ଇ-ଯାନରେ ସାମିଲ ହେବ ଟ୍ରକ୍‌

ନୂଆଦିଲ୍ଲୀ,୨୩।୭: ଏଣିକି ଖୁବ୍‌ଶୀଘ୍ର ରାସ୍ତାରେ ଗଡ଼ିବ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌। ଏନେଇ ସଡ଼କ ପରିବହନ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଯୋଜନା ଉପରେ କାର୍ଯ୍ୟ…

7 years ago

୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଟଣୀ, ୨୩।୭(ଡି.ଏନ୍‌.ଏ.): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରି ଦଳିତ ସାହିରୁ ମଙ୍ଗଳବାର ୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ନଗଦ ୬…

7 years ago

ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼, ୨୩।୭ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଜନୈକା ନାବାଳିକା (୧୬)ଙ୍କ ଗଳିତ ମୃତଦେହ ସୋମବାର ଅପରାହ୍ନରେ ପୋଲିସ…

7 years ago