Home Left

ଯାଜପୁରରେ ଭାଙ୍ଗୁଛି ବିଜେଡି ଗଡ଼: ଭାଜପାରେ ସାମିଲ ହେଲେ ପୂର୍ବତନ ଏମ୍‌ପି ସହ ବହୁ ବରିଷ୍ଠ ନେତୃତ୍ୱ…

ଧର୍ମଶାଳା,୧୬।୧(ଶିବପ୍ରସାଦ ମହାନ୍ତି): ବିଜେଡିକୁ ବଡ଼ ଝଟକା। ବିଜେଡିର ବହୁ ବରିଷ୍ଠ ନେତୃତ୍ୱମାନେ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ଏମ୍‌ପି ଶ୍ରୀମତୀ…

10 months ago

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କରିଥିଲେ ବଳାତ୍କାର: ଏମିତି ରାୟ ଶୁଣାଇଲେ କୋର୍ଟ  

ବ୍ରହ୍ମପୁର,୧୬।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷୀ…

10 months ago

ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌: ଜାଣିଶୁଣି ରୋହିତ ଶର୍ମାଙ୍କୁ…

ନୂଆଦିଲ୍ଳୀ,୧୬।୧:ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା ହେବାର ଥିଲା। ଶୁବମନ ଗିଲଙ୍କ ନାମ ‘ଅଧିନାୟକ’ ଭାବରେ ପ୍ରକାଶ ପାଇବା ମାତ୍ରେ ଭାରତୀୟ…

10 months ago

ମା’ବାପାଙ୍କ ଅକାଳ ମୃତ୍ୟୁରେ ଅସହାୟ ପିଲାଙ୍କୁ ସହାୟତା ଯୋଗାଇଲା କଂଗ୍ରେସ, ଏତିକି ଟଙ୍କା ସହ…

ଗଞ୍ଜାମ, ୧୬।୧ (ଅନାଥ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝରପଦା ଗ୍ରାମରେ ପିତା-ମାତାଙ୍କ ଅକାଳ ମୃତ୍ୟୁ ଯୋଗୁ ଗଭୀର ଦୁଃଖରେ…

10 months ago

ଶାନ୍ତି କମିଟି ବୈଠକ ପରେ ସୁନ୍ଦରଗଡ଼ରେ ହଟିଲା ୧୬୩

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରରୁ ହଟିଲା ବିଏନ୍‌ଏସ୍‌ ୧୬୩ ଧାରା। ଶାନ୍ତି କମିଟି ବୈଠକ ପରେ ଜିଲାପାଳ ଶଭୁଙ୍କର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏପରିକି…

10 months ago

ଏଣିକି ନିଜ ଲଢ଼େଇ ଲଢିବେ ଝିଅ: କୌଶଳର ଅପବ୍ୟବହାର ନ କରିବାକୁ…

କେସିଙ୍ଗା,୧୬।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ୯ ତାରିଖରୁ ୧୬ ତାରିଖ ଦୀର୍ଘ ୮…

10 months ago

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ: ସଂଜୀବ ମଲ୍ଲିକଙ୍କ ବିରୋଧରେ ହେବ ତଦନ୍ତ

ଭୁବନେଶ୍ୱର,୧୬।୧: ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପି ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ SPଙ୍କୁ ଅର୍ଥନୈତିକ…

10 months ago

ନିପା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧: ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଭାଇରସ୍‌କୁ ନେଇ କୌଣସି ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ସେ ଅପିଲ…

10 months ago

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି…

10 months ago

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବସିଲା ଶାନ୍ତି କମିଟି ବୈଠକ

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ…

10 months ago