କାଳିଆପାଣି,୨୬।୧୧: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଖଣିରେ ଅଗ୍ନିକାଣ୍ଡ ଘଟିଛି। ଡିଜିରେ ନିଆଁ ଲାଗିଯିବାରୁ ଅପରେଟର ପୋଡି ହୋଇ ଗୁରୁତର ହୋଇଛନ୍ତି…
ଇସଲାମାବାଦ୍,୨୬।୧୧: ପାକିସ୍ତାନ ସୈନ୍ୟ ବାହିନୀରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଲ୍ୟୁଟନାଟ୍ ଜେନେରାଲ ସାହିର୍ ଶମ୍ଶାଦ୍ ମିର୍ଜାଙ୍କୁ ନୂଆ ଚିଫ୍ ଅଫ୍ ଜଏଣ୍ଟ୍ ଷ୍ଟାପ୍ ଭାବେ ନିଯୁକ୍ତ…
ବ୍ରହ୍ମପୁର ଅଫିସ,୨୬।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ ତଥା ସିଟି ବସ୍ଷ୍ଟାଣ୍ଡ ମଙ୍ଗଳବାର ବନ୍ଦ ହୋଇଛିି। ବିଡିଏ ପକ୍ଷରୁ ଜାରି କରାଯାଇଥିବା ପୂର୍ବ ନୋଟିସ୍ ଅନୁଯାୟୀ,…
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଏବେ ସେଠାରେ ସମସ୍ତେ ଚଳଚଞ୍ଚଳ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କୋର୍ଟ ଭାଜପାକୁ…
ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ…
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ହେଲେ ଏହାପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ଏକ ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ…
କୋଲକାତା,୨୬।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍ଆର୍ସି ନେଇ କେନ୍ଦ୍ର ସହିତ ଲଢ଼େଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୯୭୧ ମାର୍ଚ୍ଚ ପରେ ପଶ୍ଚିମବଙ୍ଗକୁ ଆସିଥିବା ୧୨…
ଭୋପାଳ,୨୬।୧୧: ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ଭାବେ ମଧ୍ୟପ୍ରଦେଶ ଇନ୍ଦୋରର ରଣଜିତ୍ ସିଂହ ବେଶ୍ ଜଣାଶୁଣା। ଅଲଗା ଅଲଗା ଷ୍ଟାଇଲ୍ ହେଉ ବା ଆମେରିକାର ପପ୍…
ରାଞ୍ଚି,୨୬।୧୧: ଝାଡଖଣ୍ଡ ବିଧାନସଭାର ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାର ୧୬ଟି…
ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ ଅର୍ଜନ…