Home Left

ଟ୍ବିନ୍‌ ସିଟିରେ ଉପଲବ୍ଧ ହେବ ‘ଓଲା’ କ୍ୟାବ୍‌ ସେବା, ମିଳିଲା ଲକ୍‌ଡାଉନ୍‌ ପାସ୍‌

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଗୋଟିଏ ପଟେ ଲକ୍‌ଡାଉନ୍‌କୁ ନେଇ ରାଜ୍ୟର ସମସ୍ତ ଟ୍ରେନ୍‌ ବସ୍‌ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ରବିବାର କିଛି ଓଲା ଗାଡ଼ିକୁ ପାସ୍‌ ଦିଆଯାଇଥିବା ସୂଚନା…

6 years ago

ହାଇଡ୍ରୋକ୍ସିକ୍ଲୋରୋକୁଇନରେ ସବୁର ଚିକିତ୍ସା ସମ୍ଭବ ନୁହେଁ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନାକୁ ହରାଇବାରେ ଲାଗି ପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାପାଇଁ କୌଣସି ସଠିକ ଔଷଧ ମିଳିପାରି ନାହିଁ। ତେବେ ଏହାର ଚିକିତ୍ସା…

6 years ago

ସୋମବାର ମହାବିଷୁବ ସଂକ୍ରାନ୍ତି: ଆରଡ଼ିରେ ହେବନାହିଁ ଜଳଲାଗି

ଆରଡ଼ି,୧୨ା୪(ଡି.ଏନ୍‌.ଏ) : ସୋମବାର ମହାବିଷୁବ ସଂକ୍ରାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ହେବ ନାହିଁ ଭକ୍ତଙ୍କ ସମାଗମ। ଲକ୍‌ଡାଉନ୍‌ ହୋଇଥିବାରୁ ୧୯ଦିନ ହେଲା ବାବା…

6 years ago

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

ନୂଆଦିଲ୍ଲୀ,୧୨।୪ (ପି.ଟି.): କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ବିଭିନ୍ନ କ୍ରୀଡ଼ ଓ ଇଭେଣ୍ଟଗୁଡିକ ଠପ୍‌ ହୋଇଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବାର ଜରୁରୀ ହୋଇପଡିଛି…

6 years ago

ସ୍ପୋଟର୍‌ସ ଇଞ୍ଜୁରି : ୧୨,୦୦୦ ଡାକ୍ତରଙ୍କ ସହ ସଚିନଙ୍କ ଆଲୋଚନା

ମୁମ୍ବାଇ,୧୨।୪(ପି.ଟି.): କ୍ରୀଡ଼ାରେ ଆଘାତ ସମସ୍ୟା ବା ସ୍ପୋଟର୍‌ସ ଇଞ୍ଜୁରି ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୨,୦୦୦ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ନିଜର ଅଗାଧ ଅଭିଜ୍ଞତା ଓ…

6 years ago

ଲକ୍‌ଡାଉନ ଖୋଲିବା ପରେ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ଲାଗିଲା ଲମ୍ବା ଲାଇନ୍‌ !

ବେଜିଂ,୧୨।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଚାଇନାର ଉହାନ ସହରରେ ଲାଗିଥିବା ୭୮ ଦିନିଆ ଲକ୍‌ଡାଉନ୍‌ ଏବେ ଶେଷ ହୋଇଛି। ଏହାପରେ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ…

6 years ago

୨୦୨୧ ପର୍ଯ୍ୟନ୍ତ ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଇଭେଣ୍ଟ ଘୁଞ୍ଚିଲା

ମଣ୍ଟ୍ରିଲ,୧୨।୪ (ଏଏଫ୍‌ପି): ବର୍ଷର ଅନ୍ତିମ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ଠିକ୍‌ ପୂର୍ବରୁ ଖେଳାଯାଉଥିବା ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ବାର ରୋଜର୍ସ କପ୍‌କୁ ଘୁଞ୍ଚାଇ…

6 years ago

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ ଦ୍ରୁତବୋଲର…

6 years ago

ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୭ ମାଣ୍ଡାରିନ ବତକ ଶାବକ

ବାରଙ୍ଗ,୧୨।୪(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ପାଦଚଲା ବିହଙ୍ଗ ସରଣୀରେ ରବିବାରଦିନ ଏକ ମାଇ ମାଣ୍ଡାରିନ ବତକ ଦେଇଥିବା ଅଣ୍ଡାଫୁଟି ୭ଟି ଛୁଆ ବାହାରିଛି। ଫଳରେ ଚିଡ଼ିଆଖାନାରେ…

6 years ago

ଶହୀଦ ପ୍ରକାଶଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କଲେ ପୋଲିସ ଅଧିକାରୀ

ବରଗଡ଼ ଅଫିସ,୧୨ା୪: ଚନ୍ଦକା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେଉଥିବାବେଳେ ଗତ ୭ ତାରିଖରେ ଶହୀଦ ହୋଇଥିବା ପ୍ରକାଶ ସାହୁଙ୍କ ପରିବାରବର୍ଗଙ୍କୁ ନବନିଯୁକ୍ତ ଡିଏସ୍‌ପିମାନେ ୧ଲକ୍ଷ ୫୫ହଜାର ଟଙ୍କାର…

6 years ago