Home Left

ଷ୍ଟୋକ୍ସଙ୍କ ବିରଳ ସଫଳତା

ସାଉଥାମ୍ପଟନ,୧୧।୭: ଇଂଲଣ୍ଡ ଅଲରାଉଣ୍ଡର ତଥା କାମଚଳା ଅଧିନାୟକ ବେନ୍‌ ୍ଯଯୋକ୍ସ ଏକ ବିରଳ ସଫଳତା ତଥା ରେକର୍ଡ ଅର୍ଜନ କରିଛନ୍ତି। ସେ ଟେଷ୍ଟ ଫର୍ମାଟରେ ବିଶ୍ୱର ଦ୍ୱିତୀୟ…

6 years ago

ଅଗଷ୍ଟ ୧୮ରୁ ସିପିଏଲ୍‌ ଟି୨୦ ଲିଗ୍‌ ଆରମ୍ଭ

ନୂଆଦିଲ୍ଲୀ,୧୧।୭: କୋଭିଡ୍‌-୧୯ ମହାମାରୀର ପ୍ରକୋପ୍‌ ଜାରି ରହିଥିବା ବେଳେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଛି। ଏବେ ଆଉ ଏକ ହାଇପ୍ରୋଫାଇଲ ଟି୨୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି।…

6 years ago

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କଲା ଆୟର୍ଲାଣ୍ଡ

ଡବ୍ଲିନ୍‌,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା…

6 years ago

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଖୁସି ମନାଇଲେ ଏହି ଗ୍ରାମବାସୀ

କାନପୁର,୧୧।୭: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ କାନପୁର ବିକରୁ ଓ ଆଖପାଖ ଗଁାରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବିକରୁ ଗାଁରେ…

6 years ago

ଆମେରିକାରେ ସ୍ଥିତି ଅଣାୟତ୍ତ: ୨୪ ଘଣ୍ଟାରେ ୭୦ ହଜାର ନୂଆ ଆକ୍ରାନ୍ତ

ଓ୍ବାଶିଂଟନ, ୧୧।୭: କରୋନା ମହାମାରୀ ସଂକ୍ରମଣରେ ଆମେରିକାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏହା ପୃଥିବୀରେ ରେକର୍ଡ କରିଛି। ଗତ ୨୪…

6 years ago

କରୋନାରେ ଆଖି ବୁଜିଲେ ଦିଗପହଣ୍ଡି ବିଜୁ ଯୁବ ବାହିନୀ ସଦସ୍ୟ

ଦିଗପହଣ୍ଡି,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ କିଛିଦିନ…

6 years ago

କଟକରେ କରୋନା କାୟା: ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ

କଟକ ଅଫିସ,୧୧।୭: କଟକ ସହରରେ ଶନିବାର ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୫ ହୋମ୍‌ କ୍ୱାରାଣ୍ଟାଇନ୍‌ ,…

6 years ago

କରୋନା ଆକ୍ରାନ୍ତ ୨ ବିଧାୟକଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଉଭୟ ବିଧାୟକଙ୍କ…

6 years ago

କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇଲେ କର୍ମଚାରୀ

ଗାନ୍ଧିନଗର,୧୧।୭: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କେତେକ ରାଜ୍ୟରେ କରୋନା ସଙ୍କଟର ଭୟଙ୍କର ପରିସ୍ଥିତି ଉପୁଜିଛି। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା…

6 years ago

ଭୋଟରଙ୍କୁ ସାଧାରଣ ବୋଲି ଭାବିବା ଭୁଲ: ଇନ୍ଦିରା, ଅଟଳ ବି ହାର ମାନିଥିଲେ

ମୁମ୍ବାଇ,୧୧।୭: ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ରାଜନେତାମାନେ ଭୋଟରଙ୍କୁ ସାଧାରଣ ଭାବିବା ଭୁଲ୍‌। ଶକ୍ତିଶାଳୀ ନେତା…

6 years ago