Home Left

ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍‌: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାର…

6 years ago

ଶ୍ରୀନଗରରେ ହିଂସା ଆଶଙ୍କାରେ ୨ଦିନ କର୍ଫ୍ୟୁ ଜାରି: ରାସ୍ତା ବଜାର ସିଲ୍‌

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଠିକ୍‌ ବର୍ଷେ ତଳେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ୨୦୧୯ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା…

6 years ago

କଟାପାଲିର ୨ଯୁବକ କରିବେ ପ୍ଲାଜମା ଦାନ

ବରଗଡ଼ ଅଫିସ୍‌,୪।୮: କରୋନା(କୋଭିଡ୍‌-୧୯)ରୁ ଆରୋଗ୍ୟ ଲାଭକରି ମଙ୍ଗଳବାର ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ଦୁଇଜଣ ଯୁବକ ପ୍ଲାଜମା ଦାନ କରିବେ। ସେମାନେ ହେଲେ, ରବୀନ୍ଦ୍ର ସାହୁ…

6 years ago

ମହାରଣା ସେବକଙ୍କ ଚେତାବନୀ: ପାଉଣା ନ ଦେଲେ ରଥ ଖୋଲିବୁନି

ପୁରୀ ଅଫିସ,୪୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ସଂରକ୍ଷଣ କରାଯିବ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ତିନିରଥକୁ ରଖାଯିବ ।…

6 years ago

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଜାଣନ୍ତୁ କ’ଣ ହେଲା…

ରାଗ, ମସଲା ବା ଚଟ୍‌ପଟି ଖାଦ୍ୟ ଦେଖିବା ମାତ୍ରେ ପାଟିରୁ ଲାଳ ବହିଯାଏ। ଭାରତରେ ଅନେକ ଲୋକ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ଚାଇନାର…

6 years ago

ରାମ ସବୁଥିରେ, ରାମ ନାମ ହିଁ ସାର: ଟୁଇଟ୍‌ କଲେ ପ୍ରିୟଙ୍କା

ଅଯୋଧ୍ୟା, ୪।୮: ରାମମନ୍ଦିର ଭୂମି ପୂଜନ ଆଉ ଗୋଟିଏ ଦିନ ପରେ ଅଗଷ୍ଟ ୫ରେ ହେବ। ଅଯୋଧ୍ୟା ଏନେଇ ଉତ୍ସବ ମୁଖର ହୋଇ ଉଠିଛି। ଏପରିସ୍ଥଳେ କଂଗ୍ରେସ…

6 years ago

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର

ପାଟନା,୪।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ…

6 years ago

ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ: ଟପ୍‌ ଟେନ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୪।୮(ବ୍ୟୁରୋ): ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିଶନ) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତ ବର୍ଷ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

6 years ago

ଜେଲ ଗଲା ବିଲେଇ: ଜାଣନ୍ତୁ କ’ଣ କରିଥିଲା

ଗୁରୁତର ଅପରାଧ ପାଇଁ ଏକ ବିଲେଇକୁ ଜେଲ ଯିବାକୁ ପଡିଛି। ମାତ୍ର ବିଲେଇଟି କିଛି ଦିନ ଜେଲରେ ରହିବା ପରେ ସେଠାରୁ ଖସି ପଳାଇବାରେ ସଫଳ ହୋଇଛି।…

6 years ago

ଭୂମି ପୂଜନ ପୂର୍ବରୁ ଏହି ନେତା ବଦଳାଇଲେ ଟୁଇଟରର ପ୍ରୋଫାଇଲ୍‌ ଫଟୋ

ଭୋପାଳ,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଗଷ୍ଟ ୫ ଅର୍ଥାତ୍‌ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା…

6 years ago