Home Left

ବିନା ପାସ୍‌ରେ ଗଡ଼ିବନି ଗାଡ଼ି: ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା।…

6 years ago

ହାତ ବାନ୍ଧି ବସିଛନ୍ତି ଦିନ ମଜୁରିଆ

ଭୁବନେଶ୍ୱର,୨୪।୩ (ବ୍ୟୁରୋ): କରୋନା ପାଇଁ ଏବେ ଦିନମଜୁରିଆଙ୍କ ଘରେ ଚୁଲି ଜଳୁନି। ପରିବାର ଲୋକେ ଉପାସ ରହୁଛନ୍ତି। ସହର ଲକ୍‌ ଡାଉନ୍‌ ଯୋଗୁ ଦିନମଜୁରିଆମାନେ କାମ କରିବାକୁ…

6 years ago

୧୪୪ ଧାରା ଉଲ୍ଲଂଘନ: ୭ ଗିରଫ

ଖୋର୍ଦ୍ଧା ଅଫିସ,୨୪।୩: କରୋନା ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ସୋମବାର ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

6 years ago

ଏସ୍‌ସିବିରେ ନାହିଁ ସାନିଟାଇଜର, ପିପି କିଟ୍‌

କଟକ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହେଲେ ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ଲାଗି ନିୟୋଜିତ ଥିବା ଡାକ୍ତର,…

6 years ago

ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା

ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍‌ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ଏହି…

6 years ago

ଶ୍ରୀମନ୍ଦିର ହୁଣ୍ଡିରୁ ୪୬୭ ଟଙ୍କା

ପୁରୀ ଅଫିସ,୨୪।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଗତ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେୁ ପ୍ରତିଦିନ ମନ୍ଦିର…

6 years ago

ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ ଲଢ଼େଇ…

6 years ago

କରୋନା ଆଗରୁ ମାରିବ କ୍ଷୁଧା

ଭୁବନେଶ୍ୱର,୨୪।୩(ବ୍ୟୁରୋ): କଲବଲ କରୁଛି କରୋନା। କରୋନା ଯୋଗୁ ନା ଗଣ୍ଡେ ଖାଇବାକୁ ମିଳୁଛି ନା ପିଇବାକୁ ମିଳୁଛି। ଗଛ ତଳେ, ବ୍ରିଜ୍‌ ତଳେ ନ ଖାଇ ନ…

6 years ago

ମିଡ୍‌ ଇଷ୍ଟ ଷ୍ଟିଲ କମ୍ପାନୀର ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ମିଡ୍‌ ଇଷ୍ଟ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ଲିମିଟେଡ୍‌କୁ ଉତ୍ତୋଳିତ ଲୁହାପଥର ବିକ୍ରି ପାଇଁ ଅନୁମତି ଦିଆଯାଉନି। ଏ ସମ୍ପର୍କରେ ଜବାବ ରଖିବା ପାଇଁ ସୋମବାର ସୁପ୍ରିମ୍‌କୋର୍ଟ…

6 years ago

ହୋମ୍‌ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବାବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବ। ଏ…

6 years ago