Home Left

ରୋନାଲ୍ଡୋଙ୍କ ବଦାନ୍ୟତା

ଲିସବନ,୨୫।୩(ଏଏଫ୍‌ପି)- ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପର୍ତ୍ତୁଗୀଜ ମେଡିକାଲକୁ ୩ ଇନ୍‌ଟେନସିଭ କେୟାର ୟୁନିଟ୍‌ ପ୍ରଦାନ କରିବେ। ଏହା ଦେଶରେ…

6 years ago

ମହିଳାଙ୍କ କାନରୁ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ମହିଳାଙ୍କଠାରୁ ବୁଧବାର ଲୁଟ୍‌ ହୋଇଛି। ଦୁର୍ବୃତ୍ତ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ କାନରୁ ସୁନାଫୁଲ…

6 years ago

କରୋନା କଟକଣା: ନୀରବି ଯାଇଛି ଆରଡ଼ି ପୀଠ, ୩୫୦ ବର୍ଷ ମଧ୍ୟରେ ନ ଥିଲା ଏପରି ପ୍ରତିବନ୍ଧକ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥାଏ। ହେଲେ କରୋନା ଭାଇରସ୍‌ ପାଇଁ ଶୁକ୍ରବାରଠାରୁ କଟକଣା ଜାରି…

6 years ago

ଲକ୍‌ଡାଉନ୍‌କୁ ନେଇ ପୁରୀ ପୋଲିସର କଡ଼ା ଆଭିମୁଖ୍ୟ: ୩୦ ବାଇକ୍‌ ଜବତ, ସାମାଜିକ ଦୂରତ୍ୱ ରକ୍ଷା ଲାଗି ବ୍ୟବସାୟୀଙ୍କୁ ତାଗିଦ୍‌

ପୁରୀ ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବା ଲାଗି ପୁରୀ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ଲକ୍‌ଡାଉନ୍‌ର…

6 years ago

କନ୍ଧମାଳ ଲକ୍‌ଡାଉନ୍‌: ବୃଦ୍ଧି ପାଉଛି ଚୋରା ମଦ କାରବାର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି କନ୍ଧମାଳ ଜିଲାରେ ୧୪୪ ଧାରା ବଳବତ୍ତର ରହିବା ସହ ଲକ୍‌ଡାଉନ୍‌ କରାଯାଇଛି । ଏହି ସମୟରେ…

6 years ago

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ତିନି ମାସର ଦରମା ପ୍ରଦାନ କଲେ କୃଷି ମନ୍ତ୍ରୀ, ଏମ୍‌ପି ସସ୍ମିତ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ଏହାପରଠାରୁ ସିଏମ୍‌ଆର୍‌ଏଫ୍‌କୁ ସହାୟତାର ସୁଅ ଛୁଟିଛି।…

6 years ago

ଲକ୍‌ଡାଉନ୍‌ ସମୟରେ ଘରେ ଓ୍ବର୍କଆଉଟ୍‌ କରୁଛନ୍ତି ବିଗ୍‌ ବି, ଫଟୋ ଭାଇରାଲ

ମୁମ୍ବାଇ: ବିଗ୍‌ ବି ନିଜର ଫ୍ୟାନ୍‌ମାନଙ୍କୁ କରୋନା ଭାଇରସ୍‌ ପ୍ରତି ସତର୍କ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି…

6 years ago

ବିନା ଲକ୍‌ ଡାଉନ୍‌ରେ କରୋନା ସହିତ ଲଢୁଛି ଦକ୍ଷିଣ କୋରିଆ

ସିଓଲ୍‌,୨୫।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଦକ୍ଷିଣ କୋରିଆ ବିନା ଲକ୍‌ ଡାଉନ୍‌ରେ ଲଢ଼େଇ ଜାରି ରଖିଛି। ତେବେ ଦକ୍ଷିଣ କୋରିଆର ଚିକିତ୍ସା ପ୍ରଣାଳୀ…

6 years ago

କାଳିଆପାଣି ଖଣି ଅଞ୍ଚଳରେ ଲକ୍‌ଡାଉନ୍‌ ପ୍ରଭାବ ଶୂନ

କାଳିଆପାଣି, ୨୫।୩: କରୋନା (କୋଭିଡ୍‌-୧୯) ବିଶ୍ୱ ପାଇଁ ମହାମାରୀ ରୂପେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ନେବାକୁ…

6 years ago

କଟକଣା ସତ୍ତ୍ୱେ ଛତ୍ରବଜାରରେ ଭିଡ଼: ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି

କଟକ ଅଫିସ,୨୫।୩: କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମାତ୍ର କଟକ ଛତ୍ରବଜାରରେ ଏହି କଟକଣାକୁ ଲୋକେ ମାନୁ…

6 years ago