Home Left

ତଉକ୍‌ତାଏର ଲାଣ୍ଡ୍‌ଫଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୭।୫: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ତଉକ୍‌ତାଏ ସୋମବାର ରାତିରେ ଗୁଜରାଟର ପଶ୍ଚିମ ଉପକୂଳରେ ଲାଣ୍ଡ୍‌ଫଲ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପ୍ରଭାବରେ ଉପକୂଳ…

5 years ago

ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ

ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ ଅଧୀନ ନିୟମଗିରି ପାଦଦେଶରେ…

5 years ago

ସୂଚନା ଓ ଲୋକସମ୍ପର୍କ ଅଫିସ୍‌ ସିଲ୍‌

ରାୟଗଡ଼ା ଅଫିସ,୧୭ା୫: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଭିନ୍ନ କାର୍ଯ୍ୟାଳୟରୁ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସେହିପରି ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ(ଡିଆଇପିଆର୍‌ଓ)ର…

5 years ago

ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ

ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ସମେତ ୪ ଜଣ ଗିରଫ ହେବା ପରେ ମଧ୍ୟ ଅସନ୍ତୋଷ…

5 years ago

ବାର୍‌ହା ମାଂସ ରୋଷେଇ ପାଇଁ ଚାଲିଥିଲା ଆୟୋଜନ

ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନ ପାଟଶାଣିପୁର ନିକଟ କାଶିକୁଣ୍ଡଳ ଗ୍ରାମରେ ସୋମବାର ବନବିଭାଗ ଚଢ଼ାଉ କରି ୧୦ କିଲୋ ବାର୍‌ହା ମାଂସ ଜବତ…

5 years ago

ଦୁଇ ମନ୍ତ୍ରୀ ଗିରଫ ହେବା ପରେ ସିବିଆଇ କାର୍ଯ୍ୟାଳୟରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମ ବଙ୍ଗର ଦୁଇ ମନ୍ତ୍ରୀ ଫିର୍ହାଦ ହାକିମ ଓ ସୁବ୍ରତ ମୁଖାର୍ଜୀଙ୍କୁ ସୋମବାର ସିବିଆଇ ଗିରଫ କରିଛି। ଏହାପରେ…

5 years ago

୧୯୮୩ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ କିଭଳି ନେଇଥିଲା ଓ୍ବେଷ୍ଟଇଣ୍ଡିଜ

୧୯୮୩ ଆଇସିସି ବିଶ୍ୱକପ୍‌ରେ ଇତିହାସ ରଚିଥିଲା ଭାରତ। ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ସହଜରେ ହରାଇ କପିଳ ଦେବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଅବିଶ୍ୱସନୀୟ ଭାବେ ହାତେଇଥିଲା ବିଶ୍ୱକପ୍‌। ଏହି…

5 years ago

କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା

ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ରାଶି…

5 years ago

‘ ଆଇପିଏଲ୍‌ ଦଳରେ ୫ ବିଦେଶୀଙ୍କୁ ଖେଳିବାକୁ ଦିଆଯାଉ ସୁଯୋଗ ’

ନୂଆଦିଲ୍ଲୀ,୧୭।୫ : ଆସନ୍ତା ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ପାଇଁ ଦୁଇଟି ନୂଆ ଫ୍ରାଞ୍ଚାଇଜକୁ ସାମିଲ କରାଯାଇପାରେ। ଆଇପିଏଲର ବୃଦ୍ଧି ହୋଇଥିବାରୁ ବିଦେଶୀ ଖେଳାଳିଙ୍କ…

5 years ago

କରୋନାରେ ତାମିଲ ଅଭିନେତାଙ୍କ ପରଲୋକ

ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ ବଲିଉଡ୍‌…

5 years ago