Home Left

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା

ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୩୯ ବର୍ଷିଆ ମହିଳାଙ୍କୁ ବତିଘର ଅଞ୍ଚଳର ଶିକ୍ଷକ ବଳାତ୍କାର…

6 months ago

ନିଜ ଜାଲରେ ଫଶିଗଲା ଚାଇନା: ଭାରତରେ ବି ପଡ଼ିବ ପ୍ରଭାବ

ବେଜିଂ,୧୦।୭: ରେୟାର୍‌ ଆର୍ଥ ଏଲିମେଣ୍ଟ୍ସ ଉପରେ ଚାଇନା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଏହାର ନିଜ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ରେୟାର୍‌ ଆର୍ଥ ଏଲିମେଣ୍ଟ୍ସ କ୍ଷେତ୍ରରେ…

6 months ago

ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଚମକାଇଲା ପେଟ୍ରୋଲ ଦର! କିଛି ସମୟରେ…

ଭୁବନେଶ୍ୱର, ୧୦।୭: ଓଡ଼ିଶାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ସପ୍ଲାଇ ପ୍ରଭାବିତ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଫଳରେ ଜଟଣୀ,…

6 months ago

ହିର୍ଲିପାଲିରେ ବ୍ୟାପୁଛି ଝାଡ଼ାବାନ୍ତି, ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଅତାବିରା,୧୦ା୭(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ…

6 months ago

ଲିଫ୍ଟରେ ଫସିଲେ ମହିଳା ଡାକ୍ତର

ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା…

6 months ago

୫୦ ନିୟୁତ ଟନ୍ ଖଣିଜ ଉତ୍ପାଦନ ଲକ୍ଷ୍ୟ, ଆଗାମୀ ବର୍ଷ ପେଲେଟ ପ୍ଲାଣ୍ଟ ସ୍ଥାପନ ଯୋଜନା

ଭୁବନେଶ୍ୱର,୧୦।୭: ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍ (ଓଏମସି) ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ ନିୟୁତ ଟନ୍ ଖଣିଜ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରାଜ୍ୟର ଏହି…

6 months ago

ଟ୍ରମ୍ପଙ୍କ ନାଭିରେ ପଡ଼ିବ ଡ୍ରୋନ୍‌: ଧମକ ଦେଲା ଇରାନ

ଓ୍ବାଶିଂଟନ୍‌,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ବଡ଼ ବୟାନ ଆସିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା…

6 months ago

ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ

ଭଞ୍ଜନଗର,୧୦।୭(ବାବୁଲା ପ୍ରଧାନ): ଡ୍ରାଇଭର ସଂଘ ଏକାଧିକ ଦାବି ନେଇ ଆଜକୁ ତିନିଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାଦ୍ବାରା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର…

6 months ago

ଲଗାଣ ବର୍ଷାରେ ଭାଙ୍ଗିଲା ମାଟିଘର

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଜିଲାରେ ଜନ ଜୀବନ ପ୍ରଭାବିତ ହୋଇଛି। ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ଅନେକ ଗଳିକନ୍ଦିରେ…

6 months ago

ପରକୀୟା ପ୍ରୀତି ସମ୍ପର୍କ ଜାଣି ହିଂସାତ୍ମକ ହେଲେ ସ୍ୱାମୀ: କାଟିଦେଲେ ସ୍ତ୍ରୀ’ର ବେକ, ପ୍ରେମିକାର ଗୁପ୍ତାଙ୍ଗ

ଯାଜପୁର,୧୦।୭: ଯାଜପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଳହାଟ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର…

6 months ago