Home Left

କନ୍ନୁରରେ ବୋମା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୦।୯ : କେରଳର କନ୍ନୁର ଜିଲାରେ ବୋମା ବିସ୍ଫୋରଣ ଘଟିଛି। ରାଷ୍ଟ୍ରୀୟ ସ୍ବଂୟସେବକ ସଂଗଠନର (ଆରଏସଏସ) କର୍ମଚାରୀଙ୍କ ଘର ନିକଟରେ ଏହି ବିସ୍ଫୋରଣ ଘଟିଛି। ମଟ୍ଟୁନୁର…

4 years ago

ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ ଭିନ୍ନ ଅନ୍ଦାଜରେ ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ୯ ସେପ୍ଟମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆଉ ଏବେ ଅକ୍ଷୟ ୫୫ ବର୍ଷ ପୂରଣ କରି…

4 years ago

ପାକିସ୍ତାନ ବନ୍ୟାରେ ୩୦ ବିଲିୟନ ଡଲାର କ୍ଷତି

ଇସ୍‌ଲାମାବାଦ,୧୦।୯: ପାକିସ୍ତାନରେ ଲଗାଣ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟାରେ ୩୦ ବିଲିୟନ ଡଲାର ମୂଲ୍ୟର କ୍ଷୟକ୍ଷତି ହୋଇଥିବା ସରକାର ଆକାଳନ କରିଛନ୍ତି। ଶୁକ୍ରବାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା…

4 years ago

ନାଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

ନାଗପୁର,୧୦।୯: ମହାରାଷ୍ଟ୍ରର ନାଗପୁର ସାକାରଦାରା ଓଭରବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ୩ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଗୁଡ଼ିକ ବ୍ରିଜ୍‌…

4 years ago

ଟି-ଶର୍ଟରୁ ଏସି କଣ୍ଟେନର ପର୍ଯ୍ୟନ୍ତ… କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୦ ।୯: ଆଗାମୀ ୨୦୧୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ଦେଇଛି । ଏହା କନ୍ୟାକୁମାରୀରୁ…

4 years ago

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ

ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ ଟଙ୍କା…

4 years ago

ଯେଉଁଠିବି ସରକାର ଗଠନ କରିବ ଏଏପି ଠିକା କର୍ମଚାରୀଙ୍କୁ କରାଯିବ ସ୍ଥାୟୀ

ନୂଆଦିଲ୍ଲୀ,୧୦ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ପ୍ରଶଂସା କରି କହିଛନ୍ତି, ଯେଉଁଠି ଗୋଟିଏ ପଟେ ସାରା ଦେଶରେ ଅନ୍ୟ…

4 years ago

କୋରାପୁଟରେ ରାଜ୍ୟପାଳ ଗଣେଶୀ ଲାଲ୍‌

କୋରାପୁଟ,୧୦।୯(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶନିବାର ୨ ଦିନିଆ ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ରାଜ୍ୟପାଳ ଶନିବାର ସକାଳ ୯ଟାରେ ହୀରାଖଣ୍ଡ ଟ୍ରେନର ଏକ ସ୍ବତନ୍ତ୍ର…

4 years ago

ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆ ଅଧିନାୟକ

ନୂଆଦିଲ୍ଲୀ,୧୦।୯: ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଛନ୍ତି। ଶନିବାର ସକାଳେ ସେ ଖବରଦାତାଙ୍କୁ ସମ୍ବୋଧିତ କରି ଏହି ଘୋଷଣା…

4 years ago

ପୁଣି ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ

ବଣାଇଁ,୧୦।୯(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବାଙ୍କୀ ବନାଞ୍ଚଳ ଟୁଁଗୁରି ଜଙ୍ଗଲରେ ଶନିବାର ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଅଞ୍ଚଳବାସୀଙ୍କ ନିକଟରୁ ଖବର ପାଇ ବନ ବିଭାଗ ଅଧିକାରୀଙ୍କ…

4 years ago