Home Left

କାବୁଲରେ ପୁଣି ବିସ୍ଫୋରଣ

କାବୁଲ,୨୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ୱାଜିର ମହମ୍ମଦ ଆକବର ଖାନ ମସ୍‌ଜିଦ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି…

4 years ago

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା: ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ, ଭିଡିଓ ଭାଇରାଲ

ଭବାନୀପାଟଣା,୨୩।୯(ସ୍ବ.ପ୍ର): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁଇଟି ଯାକ ଗୋଡ଼ ପୋଲିଓରେ ଆକ୍ରାନ୍ତ ହୋଇ ଅଚଳ, ତଥାପି ଗୁରୁଣ୍ଡି ଗୁରୁଣ୍ଡି ହାତରେ…

4 years ago

କୁକୁଡ଼ା ଚାଷୀଙ୍କ ୧୦ ଦଫା ଦାବି: ନ ମାନିଲେ ଆନ୍ଦୋଳନ

ଫୁଲନଖରା,୨୩।୯(ଡି.ଏନ୍‌.ଏ): କଟକ ସଦର ଥାନା ଅଧୀନ କୋରକୋରାଠାରେ ସଦର ବ୍ଲକ କୁକୁଡ଼ା ଚାଷୀଙ୍କ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୁକ୍କୁଟ ମହାସଂଘ ଉପସଭାପତି…

4 years ago

ଘରକୁ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ

କୋକସରା:୨୩।୯(ଡି.ଏନ୍‌.ଏ.): ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ବାମୀ, ସ୍ତ୍ରୀ। ଶୁକ୍ରବାର ଘରକୁ ଫେରିବା ବେଳେ ବସ୍‌ରୁ ଓହ୍ଲାଇବା ପରେ ହଠାତ୍‌ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏପରି ଏକ…

4 years ago

ଡାକ୍ତର ଏମ ଶ୍ରୀନିବାସ ଏମ୍ସର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୩ ।୯: ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ସବୁଠାରୁ ବଡ ଚିକିତ୍ସା ସଂସ୍ଥା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ)କୁ ନୂଆ ନିର୍ଦ୍ଦେଶକ ମିଳିଛନ୍ତି ।…

4 years ago

ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ମାମଲାରେ ୫ବର୍ଷ କାରାଦଣ୍ଡ

ଲକ୍ଷ୍ନୌ,୨୩।୯: ବାହୁବଳୀ ମୁଖତାର ଅନସାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜେଲରଙ୍କୁ ଧମକାଇବା ମାମଲାରେ ବୁଧବାର ୭ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବର୍ତ୍ତମାନ ମୁଖତାର ଗ୍ୟାଙ୍ଗଷ୍ଟର ମାମଲାରେ…

4 years ago

‘ଯବାନ’ରେ ଏହି ସାଉଥ୍ ସୁପରଷ୍ଟାରଙ୍କ ସହ ଧମାକା କରିବେ ଶାହାରୁଖ!

ମୁମ୍ବାଇ: ଲମ୍ବା ବ୍ରେକ୍ ପରେ ଏବେ ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି କିଙ୍ଗ ଖାଁ । ୨୦୨୩ରେ ହେବ ତାଙ୍କର ଧମାକାଦାର ଏଣ୍ଟ୍ରି ।…

4 years ago

ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୨୩।୯(ବ୍ୟୁରୋ): ଭାଜପା ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପ୍ରଭାରୀ ବଂଶଲଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ୨୦୨୪ ସାଧାରଣ…

4 years ago

ବ୍ରହ୍ମାସ୍ତ୍ର ପାଇଁ ଫିଜ ନେଇ ନାହାନ୍ତି ରଣବୀର-ଆଲିଆ!

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ବକ୍ସ ଅଫିସରେ ଭଲ ବିଜନେସ କରିଛି । ହେଲେ ଏହି ଫିଲ୍ମ ତା’ର…

4 years ago

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ କୁଡୁମୀ ସଂଗଠନର ପ୍ରତିବାଦ

ବାରିପଦା ଅଫିସ,୨୩।୯: କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନକୁ ନେଇ ବିଭିନ୍ନ…

4 years ago