ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା ରାସ୍ତାରେ…
ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା…
ଭୋଗରାଇ,୧୪।୧(ଡି.ଏନ.ଏ.): ସାରା ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍ୟ ବଢ଼ି ଚାଲିଥିବା ବେଳେ ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ସୁରକ୍ଷିତ ନାହାନ୍ତି। ନୀତିହୀନ ରାଜନୀତି, ଅରାଜକତା, ଅପସଂସ୍କୃତି ସାରା ପୃଥିବୀକୁ…
ପାପଡ଼ାହାଣ୍ଡି,୧୪।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ତିନୋଟି ସ୍ଥାନରେ ପ୍ରଶାସନ ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛି। ଏଥିସହ ୩ ନାବାଳିକାଙ୍କୁ ଉଦ୍ଧାର କରି ସଚେତନ କରାଯିବା ସହ…
ଖଇରା,୧୪।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ମେଳା ଯଜ୍ଞ ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ କିପରି…
କୋଣାର୍କ,୧୪।୧(ଡି.ଏନ୍.ଏ.): କୋଣାର୍କର ଚନ୍ଦ୍ରଭାଗାରେ ଆସନ୍ତା ୨୮ରେ ମାଘସପ୍ତମୀ ବୁଡ଼ ହେବ। ଏଥି ନିମନ୍ତେ ତ୍ରିଶମ୍ଭୁଙ୍କ ସ୍ନାନ କାର୍ଯ୍ୟ ଓ ପୂଜାର୍ଚ୍ଚନାର ନୀତି ନିର୍ଦ୍ଧାରଣ ଲାଗି ସମ୍ପାଦନ ସବ୍…
ନାରାୟଣପାଟଣା,୧୩ା୧(ଡି.ଏନ.ଏ.): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ପେଦାଲୋଡା ଗ୍ରାମର ୫ ଜଣ ବ୍ୟକ୍ତି ଦଣ୍ଡାସି ହବିକା (୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ପୋତି ଦେଇଥିବା ସ୍ଥାନରୁ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ…
ରାଜନଗର, ୧୪ା୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାୟରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି।…
ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୪।୧:ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଅଞ୍ଚଳର ସୁଲବତୀ ନାଏକ(୩୬) କମ୍ପାନିକୁ ନିଜ ଅଧିକାର ମାଗିବାକୁ ଯାଇ ଜେଲଦଣ୍ଡ ଭୋଗିବା ସହ ଗୁରୁତର ଅବସ୍ଥାରେ ଏକ…