କଟକ ଅଫିସ,୭ା୧୦: ଶେଷ ହୋଇଛି ଦୁର୍ଗାପୂଜା। ଗୁରୁବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଚଳିତବର୍ଷ କଟକ ସହରର ୧୭୨ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଥିଲା।…
କେନ୍ଦ୍ରାପଡ଼ା ଅଫିସ,୭ା୧୦: ୨୦୨୦ ଜୁଲାଇରୁ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ା ବାଦ ପଡିଛି। ସେହିବର୍ଷ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ…
ବିରିଡି/ବାଲିଆ/ତିର୍ତ୍ତୋଲ/ନାଉଗାଁ, ୭ା୧୦(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା’ଙ୍କୁ ବିଦାୟ ଦିଆଯାଇଛି। କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା…
ସିଂହପୁର,୭ା୧୦(ଡି.ଏନ.ଏ.): ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ନିମ୍ନମାନର ରାସ୍ତା କାର୍ଯ୍ୟ ହେଉଥିବାରୁ…
ରସୁଲପୁର,୭ା୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ସୂଚନା ନିମନ୍ତେ ଲାଗୁଥିବା ସୂଚନା ଫଳକଗୁଡ଼ିକରେ ତ୍ରୁଟି ପରିଲକ୍ଷିତ ହୋଇଛି।…
ପୁରୀ ଅଫିସ,୭ା୧୦: ପୁରୀରେ ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଉଦ୍ଘାଟିତ ହୋଇଛି। ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଦାଶିବ…
ଢାକା,୬।୧୦: ମହିଳା ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବା ପାଇଁ…
ଭୁବନେଶ୍ୱର,୭।୧୦(ବ୍ୟୁରୋ): ବରଗଡ଼ ଫରେଷ୍ଟ ଡିଭିଜନରୁ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ଅଣାଯାଇଥିବା ଏକ ଭାରତୀୟ ଅଜଗରର ଗୁରୁବାର ସିଟି ସ୍କାନ କରାଯାଇଛି। ଓୟୁଏଟି ଭେଟେରିନାରି କଲେଜର ସର୍ଜରି…
ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ ମୃତ୍ୟୁ…
ଭୁବନେଶ୍ୱର,୭।୧୦(ବ୍ୟୁରୋ): ଇଣ୍ଟନେଟ୍ରେ ବିଜ୍ଞାପନ ଦେଇ ଭିନ୍ନ ଭିନ୍ନ ଏସ୍କର୍ଟ ସର୍ଭିସ ସେବା ଆଳରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗ ମୁଖ୍ୟଙ୍କ…