Home Left

ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ…

ଉଦଳା,୨୬।୭(ସନ୍ତୋଷ କୁମାର ବାଛିନି):ବନ୍ଧୁତାରେ ଲାଗିଲା ରକ୍ତଛିଟା। ଘରକୁ ଡ଼ାକିନେଇଥିଲେ ସାଙ୍ଗ, ଆଉ ବିଲ ହିଡ଼ରେ ବେକକୁ ହାଣି କଲେ ଲହୁଲୁହାଣ। ହେଲେ ବଞ୍ଚିଯାଇଛନ୍ତି ସାଙ୍ଗ। ଏଭଳି ଘଟଣା…

5 months ago

ପୁଅକୁ ସ୍ବପ୍ନରେ ଡାକିଲେ ନିଜ ମା’, ଆଉ ତା’ପରେ ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର

ସୋଲାପୁର,୨୬ା୭:ମହାରାଷ୍ଟ୍ରର ସୋଲାପୁରରେ ଜଣେ ୧୬ ବର୍ଷୀୟ ମେଧାବୀ ଛାତ୍ର ମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି। ଶିବଶରନ ଉଟାଲି ତାଲକୋଟିଙ୍କ ମାଆ ୩ ମାସ ପୂର୍ବେ…

5 months ago

ପାରିବାରିକ କଳହର କରୁଣ ପରିସ୍ଥିତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ

ବୌଦ୍ଧ,୨୬।୭(ଅଜିତ କୁମାର ବାରିକ): ବୌଦ୍ଧ ଜ଼ିଲା ହରଭଂଗା ବ୍ଲକର ପୁରୁଣା କଟକ ଥାନା ପଛ ପଟେ ରହୁଥିବାଜଣେ ଯୁବକ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଜଣାପଡିଛି…

5 months ago

ରାମ୍ବୁଲି-ମିଞ୍ଜାପାଙ୍କାରେ ଜମିବାଡ଼ିକୁ ନେଇ ୨ ଗୋଷ୍ଠୀ ସଂଘର୍ଷ ଘଟଣା: ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୬।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ରାମ୍ବୁଲି ଓ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ…

5 months ago

ଦିଲ୍ଲୀରୁ ଫେରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବଡ଼ କଥା କହିଦେଲେ ମନମୋହନ ସାମଲ

ଭୁବନେଶ୍ୱର,୨୬।୭: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ…

5 months ago

ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା…

ବ୍ରଜରାଜନଗର,୨୬ା୭(ବିଜୟ ବରାଡ଼):ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରାଞ୍ଚଳର ବୁଢ଼ୀଜାମ୍‌ କଲୋନୀରେ ଦେଢବର୍ଷର ଜଣେ ଶିଶୁପୁତ୍ରର ଗଳାରେ ସେଓ ଲାଗିଯିବାରୁ ଜୀବନ ଯାଇଛି। ଗୁରୁବାର ସକାଳେ ଉକ୍ତ କଲୋନୀର ଇନ୍ଦ୍ରଜିତ୍‌…

5 months ago

ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ

କେସିଙ୍ଗା,୨୬ା୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ କଛାରପଦର ଗ୍ରାମରେ ନିମ୍ନମାନର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ହେବ…

5 months ago

ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୬ା୭(ଦୁର୍ଗା କୀର୍ତ୍ତି):ବର୍ଷାଦିନେ ପାଠ ପଢ଼ିବା ପାଇଁ ଜୀବନକୁ ବାଜି ଲଗାଇ ଛାତ୍ରୀଛାତ୍ରଙ୍କୁ ନାଳ ପାରିହେବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା…

5 months ago

ବର୍ଷେ ହେବ ଚାକିରି ପାଇଥିଲେ, ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ଫସିଗଲେ ଜେଆର୍‌ଏ

ଭୁବନେଶ୍ୱର,୨୬ା୭(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ଉପଜିଲାପାଳ ଅଫିସ ସ୍ବତନ୍ତ୍ର ସାର୍ଟିଫିକେଟ୍‌ ସେକ୍ସନ୍‌ର କନିଷ୍ଠ ରାଜସ୍ବ ସହାୟକ (ଜେଆର୍‌ଏ)) ସୌରଭ ତ୍ରିପାଠୀ ଶୁକ୍ରବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି।…

5 months ago

୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଫସିଲେ ଅଭିନେତା: ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୬ା୭(ସତ୍ୟଜିତ୍‌ ରାଉତ):ଧାରରେ ନେଇଥିବା ୩୧.୫୦ ଲକ୍ଷ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଜଣେ ଅଭିନେତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ…

5 months ago